Home Bibles ଆଦି ପୁସ୍ତକ 41:37 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:37 · ଓଡ଼ିଆ ବାଇବେଲ

ସେତବେେଳେ ରାଜା ଫାରୋ ଏବଂ ତାଙ୍କର ଦାମମାନଙ୍କ ଦୃଷ୍ଟି ରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା।

Cross references

ଆଦି ପୁସ୍ତକ 45:16

ଯୋଷଫଙ୍କେ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ଯ ଜାଣି ପାରିଲେ। ଏଥି ରେ ଫାରୋ ଓ ତାଙ୍କର ଦାସ ସମୂହ ସମସ୍ତେ ଆନନ୍ଦିତ ହେଲେ।

ଯିହୋଶୂୟ 22:30

ପୀନହାସ ଯାଜକ ଏବଂ ତାଙ୍କ ସହିତ ୟାଇଥିବା ମକ୍ସ୍ଟଖିଆ, ଏହିପରି ରକ୍ସ୍ଟବନ୍େ, ଗାଦ ଓ ମନଃଶିର ବଂଶର ଲୋକମାନଙ୍କଠାରକ୍ସ୍ଟ ଶୁଣିଲେ। ସମାନେେ ମଧ୍ଯ ବକ୍ସ୍ଟଝିଲେ ଯେ ବାସ୍ତବ ରେ ସତକଥା ଏବଂ ଠିକ୍କଥା କହକ୍ସ୍ଟଛନ୍ତି।

ଦିତୀୟ ଶାମୁୟେଲ 3:36

ସମସ୍ତ ଲୋକ ଏକଥା ବକ୍ସ୍ଟଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟି ରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦଯଙ୍ଗମ କଲେ।

ପ୍ରଥମ ରାଜାବଳୀ 21:2

ଦିନେ ନାବୋତକୁ ରାଜା ଆହାବ୍ ଡାକି କହିଲେ, ମାେତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥି ରେ ପନିପରିବା କରିବି। କାରଣ ଏହା ମାେ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳ ରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦବେି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତବେେ ମୁଁ ଏହାର ମୂଲ୍ଯ ରେ ୗପ୍ୟ-ମୁଦ୍ରା ଆକାର ରେ ଦବେି।

ଗୀତସଂହିତା 105:19

ୟୋଷଫେ କ୍ରୀତଦାସ ହାଇେ ରହିଲା ତା'ର ବାକ୍ଯ ସତ୍ଯ ହବୋ ପର୍ୟ୍ଯନ୍ତ। ସଦାପ୍ରଭୁଙ୍କର ବାକ୍ଯ ୟୋଷଫେ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।

ହିତୋପଦେଶ 10:20

ଧାର୍ମିକ ପୁରୁଷମାନଙ୍କର ବାକ୍ଯଗୁଡ଼ିକ ମନୋନୀତ ରୂପାତୁଲ୍ଯ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ଯ ନ ଥାଏ।

ହିତୋପଦେଶ 25:11

ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସହେି ରୂପାର ରଚାଇ ରଖିବା ପରି।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:10

ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରି ଦେଲେ।

Interlinear

Choose Theme