Home Bibles ☰ Books ଏଫିସୀୟଙ୍କ ପ୍ରତି ପତ୍ର 1:23 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 1:23 · ଓଡ଼ିଆ ବାଇବେଲ

ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର। ମଣ୍ଡଳୀ ଖ୍ରୀଷ୍ଟଙ୍କ ଦାରା ପୂର୍ଣ୍ଣ ହାଇେଅଛି। ସେ ସମସ୍ତ ବିଷୟ ପ୍ରେତ୍ୟକକ ଉପାୟ ରେ ସମ୍ପୂର୍ଣ୍ଣ କରନ୍ତି।

Cross references

ଯୋହନଲିଖିତ ସୁସମାଚାର 1:16

'ବାକ୍ଯ' ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ।

ରୋମୀୟଙ୍କ ପ୍ରତି ପତ୍ର 13:5

ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ଯ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହବେ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଯାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:6

ପରମେଶ୍ବର ଆମ୍ଭମାନଙ୍କ ଜୀବନର ଅନକେ ପ୍ରକାର କାର୍ୟ୍ଯ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସହେି ପରମେଶ୍ବର ଏକ ଅଟନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:12

ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ଯଙ୍ଗ ଅନକେ। ଶରୀରର ଅଙ୍ଗପ୍ରତ୍ଯଙ୍ଗ ଅନକେ ହେଲେ ହେଁ ଶରୀର ହେଉଛି ଏକ। ସହେିପରି ମଧ୍ଯ ଖ୍ରୀଷ୍ଟ ଏକ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:28

ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତା ରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ଯ ପରମେଶ୍ବରଙ୍କ ବଶୀଭୂତ ହବେେ। ଯେଉଁ ପରମେଶ୍ବର ପ୍ରେତ୍ୟକକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସହେି ଖ୍ରୀଷ୍ଟ ପରମେଶ୍ବରଙ୍କ ବଶୀଭୂତ ହବେେ ଓ ଏହିଭଳି ପ୍ରେତ୍ୟକକ ବିଷୟ ଉପରେ ପରମେଶ୍ବର ଶାସନ ପ୍ରତିଷ୍ଠିତ କରିବେ।

ଏଫିସୀୟଙ୍କ ପ୍ରତି ପତ୍ର 2:16

କ୍ରୁଶ ଉପରେ ମୃତ୍ଯୁବରଣ କରି ସେ ଦୁଇ ଦଳ ଭିତ ରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସହେି ଦୁଇଟି ଦଳରୁ ଗୋଟିଏ ଶରୀର ରେ ପରିଣତ କରିବା ପରେ ଖ୍ରୀଷ୍ଟ ସମାନଙ୍କେୁ ପରମେଶ୍ବରଙ୍କ ସହିତ ମିଳିତ କରାଇବା ପାଇଁ ଚାହିଁଲେ।

ଏଫିସୀୟଙ୍କ ପ୍ରତି ପତ୍ର 3:19

ଯୀଶୁ ଖ୍ରୀଷ୍ଟଙ୍କ ପ୍ ରମେ ମନୁଷ୍ଯର ପ୍ ରମଠାରୁେ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସହେି ପ୍ ରମେ ବିଷୟ ରେ ଜାଣିବା ପାଇଁ ସକ୍ଷମ ହୁଅ, ତବେେ ଯାଇ ତୁମ୍ଭେ ପରମେଶ୍ବରଙ୍କଠା ରେ ପୂର୍ଣ୍ଣ ହାଇେ ୟିବ।

ଏଫିସୀୟଙ୍କ ପ୍ରତି ପତ୍ର 4:4

ଶରୀର ଏକ, ପବିତ୍ର ଆତ୍ମା ମଧ୍ଯ ଏକ। ପରମେଶ୍ବର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡ଼ାକି ଥିଲେ।

ଏଫିସୀୟଙ୍କ ପ୍ରତି ପତ୍ର 4:10

ଯେଉଁ ଖ୍ରୀଷ୍ଟ ନୀଚ୍ଚକୁ ଆସିଥିଲେ ସେ ହିଁ ଉଚ୍ଚକୁ ଗଲେ। ସେ ଉଚ୍ଚତମ ଆକାଶକୁ ଗଲେ ଯେପରି ସେ ନିଜକୁ ପୂର୍ଣ୍ଣ କରନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 4:12

ପରମେଶ୍ବରଙ୍କ ଲୋକମାନେ ତାଙ୍କର ସବୋ କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହବେେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସମାନଙ୍କେୁ ଦେଲେ। ଏହା ଦ୍ବାରା ଖ୍ରୀଷ୍ଟଙ୍କ ଶରୀରସ୍ବରୂପ ଆମ୍ଭମାନେେ ମଧ୍ଯ ଦୃଢ଼ ଓ ବଳବାନ ହବୋ।

ଏଫିସୀୟଙ୍କ ପ୍ରତି ପତ୍ର 5:23

ଖ୍ରୀଷ୍ଟ ଯେପରି ମଣ୍ଡଳୀର282 ମସ୍ତକ, ସ୍ବାମୀ ସହେିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟୀୟ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ସହେି ଶରୀରର ଉଦ୍ଧାରକର୍ତ୍ତା ହେଉଛନ୍ତି ଖ୍ରୀଷ୍ଟ।

କଲସୀୟଙ୍କ ପ୍ରତି ପତ୍ର 1:18

ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ଯ ଅଟନ୍ତି। ପ୍ରେତ୍ୟକକ ବିଷୟ ତାହାଙ୍କଠାରୁ ଆସିଥାଏ। ସେ ମୃତ୍ଯୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ବର ହାଇେଥିବା ପ୍ରଭୁ। ଅତଏବ ପ୍ରେତ୍ୟକକ ବିଷୟ ରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ବପୂର୍ଣ୍ଣ ଅଟନ୍ତି।

କଲସୀୟଙ୍କ ପ୍ରତି ପତ୍ର 1:24

ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମାେତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦହେ ସ୍ବରୂପ ମଣ୍ଡଳୀ ମାଧ୍ଯମ ରେ କେତକେ କଷ୍ଟ ଭୋଗିବା ବାକି ଥିଲା। ସଗେୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମାରେଅଂଶ ମୁଁ ମାେ ଦହେ ରେ ଗ୍ରହଣ କରୁଛି।

କଲସୀୟଙ୍କ ପ୍ରତି ପତ୍ର 2:9

ପରମେଶ୍ବର ଖ୍ରୀଷ୍ଟଙ୍କଠା ରେ ପାର୍ଥିବ ଶରୀର ଧାରଣ କରି ବାସ କଲେ।

କଲସୀୟଙ୍କ ପ୍ରତି ପତ୍ର 3:11

ଏହି ନୂତନ ଜୀବନ ରେ ୟିହୁଦୀ ଓ ଅଣୟିହୁଦୀମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍ତଥୀୟମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ବାଧୀନ ଭିତ ରେ ମଧ୍ଯ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠା ରେ ଅଛନ୍ତି। ଯାହା ମହତ୍ତ୍ବପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।

କଲସୀୟଙ୍କ ପ୍ରତି ପତ୍ର 3:15

ଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଚାରକୁ ସଂୟମ କରିବ। ତୁମ୍ଭମାନେେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀର ରେ ଡକା ହାଇେଛ। ସବୁବେଳେ ଧନ୍ଯବାଦୀ ରୁହ।

Interlinear

Choose Theme