ସେଥିପାଇଁ ପ୍ରାର୍ଥନା ରେ ମୁଁ ପରମପିତାଙ୍କ ଆଗ ରେ ନତମସ୍ତକ ହୁଏ।
Cross references
ଏହି ପ୍ରାର୍ଥନା କଲା ବେଳେ ରାଜା ଶଲୋମନ ୟଜ୍ଞବଦେୀ ସମ୍ମୁଖ ରେ ଆଣ୍ଠୁମାଡି ଓ ସ୍ବର୍ଗଆଡେ ହସ୍ତ ପ୍ରସାରଣ କଲେ। ତା'ପରେ ସେ ଛିଡା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ।
ମୁଁ ଇଶ୍ରାୟେଲ ରେ 7,000 ଜଣଙ୍କୁ ଛାଡି ଦବେି, ଯେଉଁମାନେ କବେେ ବାଲ୍ ଦବେତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସମାନେେ କବେେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।
ଶଲୋମନ 26 ମିଟର ଲମ୍ବ ଓ 26 ମଟର ପ୍ରସ୍ଥ ଓ 15 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ଯଭାଗ ରେ ସ୍ଥାପିତ କରିଥିଲେ। ଏହାପରେ, ସେ ସହେି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରୀତ ହାଇେଥିବା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖ ରେ ଆଣ୍ଠାଇେ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ।
ସନ୍ଧ୍ଯାକାଳୀନ ବଳିଦାନ ସମୟରେ ମୁଁ ଉଠିଲି। ମାେ ଦହେ ରେ ଚିରାବସ୍ତ୍ର ଓ ଗ୍ଭଗୋ ଥିଲା। ମୁଁ ମାରେଆଣ୍ଠୁମାଡି ସଦାପ୍ରଭୁ ମାରେ ପରମେଶ୍ବରଙ୍କ ଆଡେ ହସ୍ତ ବିସ୍ତାର କରି କହିଲି,
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସହେି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
ଆମ୍ଭେ ଆପଣା ନାମ ଦଇେ ଶପଥ କରିଅଛୁ ଓ ଯେଉଁ ଧର୍ମମଯବାଣୀ ଆମ୍ଭ ମୁଖରୁ ନିର୍ଗତ ହାଇେଛି, ତାହା ଅନ୍ୟଥା ହବେ ନାହିଁ। ଆମ୍ଭ ସମ୍ମୁଖ ରେ ପ୍ରେତ୍ୟକକ ନତଜାନୁ ହବେେ ଓ ପ୍ରେତ୍ୟକକ ଜିହ୍ବା ଶପଥ କରିବ।
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
ତା'ପରେ ଯୀଶୁ ସମାନଙ୍କେଠାରୁ ପ୍ରାୟ ପଚାଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡି ବସି ପଡି ପାର୍ଥନା କଲେ,
ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି ଜାରେ ରେ କହିଲେ, ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କରନାହିଁ। ଏହା କହି ସେ ମୃତ୍ଯୁବରଣ କଲେ।
ପିତର କଠାେରୀ ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା'ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, ଟାବୀଥା, ଉଠ। ସେ ଆଖି ଖାଲିେଲେ ଓ ପିତରଙ୍କୁ ଦେଖି ଉଠି ବସିଲେ।
ଏକଥା କହିବାପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।
ସମୟ ପୁରିଗଲା ପରେ ଆମ୍ଭେ ସଠାରୁେ ବିଦାୟ ନଲେୁ। ସେତବେେଳେ ସମାନେେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ୟ୍ଯନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳ ରେ ଆଣ୍ଠୁମାଡି ପାର୍ଥନା କଲୁ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ପରମେଶ୍ବର ଆମ୍ଭକୁ ସ୍ବର୍ଗ ରେ ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ ଦଇେଛନ୍ତି।
ନିଜର ପ୍ରାର୍ଥନା ରେ ମୁଁ ତୁମ୍ଭମାନଙ୍କୁ ମନେ ପକାଉଛି।
ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।