Home Bibles ☰ Books ପ୍ରଥମ ରାଜାବଳୀ 1:50 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:50 · ଓଡ଼ିଆ ବାଇବେଲ

ଅଦୋନିଯ ମଧ୍ଯ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିୟାଇ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କଲା

Cross references

ଯାତ୍ରା ପୁସ୍ତକ 21:14

କିନ୍ତୁ ଯଦି ଜଣେ ବ୍ଯକ୍ତି ଇଚ୍ଛା କରି କିମ୍ବା ରାଗ ରେ ଅନ୍ୟଜଣକୁ ହତ୍ଯା କରେ, ତବେେ ହତ୍ଯାକାରୀ ନିଶ୍ଚିତ ମୃତ୍ଯୁଦଣ୍ଡ ପାଇବ। ତାକୁ ମାରେ ୟଜ୍ଞବଦେୀ ପାଖରୁ ନଇୟୋଅ ଓ ହତ୍ଯା କର।

ଯାତ୍ରା ପୁସ୍ତକ 27:2

ବଦେୀର ଚାରିକଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡିକ ବଦେୀର ଏକ ଅଂଶ ହବୋ ଉଚିତ୍। ଏହା କଂସା ରେ ଆଚ୍ଛାଦିତ ହବୋ ଉଚିତ୍।

ଯାତ୍ରା ପୁସ୍ତକ 38:2

ସେ ଚାରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଚା ରୋଟି ଶୀଙ୍ଗକୁ ମିଶାଇ ଦେଲେ, ସେସବୁ ୟଜ୍ଞବଦେୀର ଏକ ଅଂଶ ହେଲା ଏବଂ ତା'ଉପରେ କଂସା ମଡାଇଲେ।

ପ୍ରଥମ ରାଜାବଳୀ 2:28

ଯୋୟାବ ଯେତବେେଳେ ଏହା ଶୁଣିଲା, ସେ ଭୟଭୀତ ହାଇେ ପଡିଲା। କାରଣ ସେ ଅବଶା ଲୋମର ଅନୁଗାମୀ ନ ହାଇେ ଅଦୋନିଯର ଅନୁଗାମୀ ହାଇେଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ୟାଇ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କଲା।

ଗୀତସଂହିତା 118:27

ସଦାପ୍ରଭୁ ପରମେଶ୍ବର ଅଟନ୍ତି। ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି। ୟଜ୍ଞବଦେୀର ଶିଙ୍ଗରେ ରଜ୍ଜୁଦ୍ବାରା ମଷେକୁ ବାନ୍ଧ।

Interlinear

Choose Theme