ଅସଂଖ୍ଯ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପ ରେ ଆସିବେ ସମାନେେ ସହେି ପ୍ରଥମ ଜ୍ଞାନୀ ୟୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ଯ ଅସାର ଓ ପବନର ପଶ୍ଚାତ୍ ଗମନ କଲା ପରି।
Cross references
ତେଣୁ ଯଦି ତୁମ୍ଭେ ଆଜି ୟିରକ୍ସ୍ଟଦ୍ଦାଲ ଓ ତାହାର ପରିବାର ଉପରେ ସତ୍ଯ ଓ ସରଳ ବ୍ଯବହାର କରିଅଛ, ତବେେ ଅବୀମଲକେକକ୍ସ୍ଟ ନଇେ ଆନନ୍ଦ କର ଓ ସେ ମଧ୍ଯ ତୁମ୍ଭମାନଙ୍କୁ ଦଇେ ଆନନ୍ଦ କରୁ।
ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।
ସଠାେରେ ଇଶ୍ରାୟେଲୀୟ ଲୋକମାନେ ଦାଉଦଙ୍କ ସୈନ୍ଯମାନଙ୍କ ଆଗ ରେ ପରାସ୍ତ ହେଲେ ଓ ସହେିଦିନ ସଠାେରେ ବହକ୍ସ୍ଟତ କ୍ଷତି ହେଲା ଏବଂ 20 ,000 ଲୋକ ସଠାେରେ ମୃତକ୍ସ୍ଟ୍ଯବରଣ କଲେ।
ବର୍ତ୍ତମାନ ଇଶ୍ରାଲୟଲର ପରିବାରବର୍ଗର ସମସ୍ତସଲାକ ୟକ୍ସ୍ଟକ୍ତି କରିବାକୁ ଲାଗିଲଲ ଏବଂସସମାଲନ କହିଲଲ, ରାଜା ଦାଉଦ ଆମ୍ଭମାନଙ୍କୁ ପଲଲଷ୍ଟୀୟମାନଙ୍କ ହସ୍ତରକ୍ସ୍ଟ ରକ୍ଷା କଲଲ, ଏବଂ ଅନ୍ୟ ଶତୃମାନଙ୍କଠାରକ୍ସ୍ଟ ମଧ୍ଯ ଆମକକ୍ସ୍ଟସସ ରକ୍ଷା କଲଲ। ଦାଉଦ ଅବଶାସଲାମସଯାଗକ୍ସ୍ଟଁ ରାଜ୍ଯ ଛାଡି ପଳାଇଛନ୍ତି।
ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିଯ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ଯନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହବୋକୁ ସ୍ଥିର କଲେ।
ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପେଛ ପେଛ ନଗରକୁ ଗଲେ। ସମାନେେ ବହୁତ ଖୁସି ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା।
ରାଜାଙ୍କୁ ସହେି ୟୁବ ବନ୍ଧୁମାନେ କହିଲେ, ସହେି ଲୋକମାନେ ତୁମ୍ଭକୁ ଆସି କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ୟୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର।' ତୁମ୍ଭେ ସମାନଙ୍କେୁ କୁହ, ' ମାରେ କନିଷ୍ଠ ଅଙ୍ଗୁଳି ମାରେ ପିତାଙ୍କ କଟିଠାରୁ ମାଟେ।
ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।
ତହୁଁ ମାହେର ହସ୍ତ ଯେଉଁ ସମସ୍ତ କାର୍ୟ୍ଯ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତଳେ କୌଣସି ଲାଭ ନ ଥିଲା।
ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ୟ୍ଯତଳେ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।
ପରମେଶ୍ବର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ବର ତାହାକୁ ଜ୍ଞାନ, ବିଦ୍ଯା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ବର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାଯିତ୍ବ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାଯୁକୁ ଧରିବା ପରି।