Home Bibles ଉପଦେଶକ 1:7 · ଓଡ଼ିଆ ବାଇବେଲ
ଉପଦେଶକ 1:7 · ଓଡ଼ିଆ ବାଇବେଲ

ନଦୀ ସବୁ ସମୁଦ୍ରକୁ ବହିୟାନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।

Cross references

ଆୟୁବ ପୁସ୍ତକ 38:10

ମୁଁ ସମୁଦ୍ର ପାଇଁ ସୀମା ନିରୁପିତ କଲି ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦିଅ।

ଗୀତସଂହିତା 104:6

ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ଯ ଆଚ୍ଛାଦନ କଲ। ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।

Interlinear

Choose Theme