ସମଗ୍ର ବିଷଯ କ୍ଲାନ୍ତିପୂର୍ଣ୍ଣ ମନୁଷ୍ଯ ତାହା ବର୍ଣ୍ଣନା କରିପା ରେ ନାହିଁ। ତେଣୁ ଦର୍ଶନ ରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣ ରେ ତୃପ୍ତି ନୁହେଁ।
Cross references
ୟମେନ୍ତ ମଦେ ଓ ମଜ୍ଜା, ସହେିପରି ମାରେ ପ୍ରାଣ ପରିତୃପ୍ତ ହବେ। ମାେ ଆନନ୍ଦିତ ଓଷ୍ଠାଧାରରେ ତୁମ୍ଭର ପ୍ରଶଂସା କରିବି।
ଯେପରି କବର ଓ ବିନାଶସ୍ଥାନ କବେେ ହେଁ ତୃପ୍ତ ନୁହେଁ, ସହେିପରି ମଧ୍ଯ ମନୁଷ୍ଯର ଚକ୍ଷୁ କେତବେେଳେ ତୃପ୍ତ ନୁହେଁ।
କେତକେ ଲୋକ ଅଛନ୍ତି ସମାନେେ ସବୁ ନବୋକୁ ଚାହାଁନ୍ତି। ସମାନେେ ସର୍ବଦା କହନ୍ତି, ମାେତେ ଦିଅ, ମାେତେ ଦିଅ। ଏପରି ତିନୋଟି କଥା ରେ ସମାନେେ ଆଦୌ ସନ୍ତୁଷ୍ଟ ନୁହଁନ୍ତି। ଏବଂ ଚତୁର୍ଥଟି କବେେ ହେଲେ କ ହେ ନାହିଁ, ମାରେ ପାଖ ରେ ୟଥେଷ୍ଟ ଅଛି।
ତହୁଁ ମାହେର ହସ୍ତ ଯେଉଁ ସମସ୍ତ କାର୍ୟ୍ଯ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତଳେ କୌଣସି ଲାଭ ନ ଥିଲା।
ପରମେଶ୍ବର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ବର ତାହାକୁ ଜ୍ଞାନ, ବିଦ୍ଯା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ବର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାଯିତ୍ବ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାଯୁକୁ ଧରିବା ପରି।
ପୁନରାଯ ବହୁତ ଲୋକ ଅତ୍ଯାଚାରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସମାନଙ୍କେୁ ସାନ୍ତ୍ବନା ଦବୋ ପାଇଁ କହେି ମଧ୍ଯ ନ ଥିଲେ। ମୁଁ କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନ ରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ଯ ମୁଁ ଦେଖିଲି। ସମାନଙ୍କେ ଦ୍ବାରା ଆହତ ଲୋକମାନଙ୍କୁ କହେି ସାନ୍ତ୍ବନା ଦବୋକୁ ନ ଥିଲେ।
ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ବିତୀୟ କହେି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କହେି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନ ରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଚା ରେ ନାହିଁ ଯେ, କାହିଁକି ମୁଁ ଏତେ କଠିନ କାର୍ୟ୍ଯ କରୁଛି ? କାହିଁକି ମୁଁ ମାରେ ଜୀବନକୁ ଉପ ଭୋଗ କରିବି ନାହିଁ ? ଏହା ମଧ୍ଯ ଅସାର ଓ ଅତ୍ଯନ୍ତ କ୍ଲେଶ ଜନକ।
ସମ୍ପତ୍ତି ସୁଖ କିଣିପା ରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କବେେ ତା'ର ନିକଟରେ ଥିବା ଟଙ୍କା ରେ ସନ୍ତୁଷ୍ଟ ହବେ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସତ୍ତିର ଅଧିକାରୀ ହେଲେ ମଧ୍ଯ ସେ ସନ୍ତୁଷ୍ଟ ହବେ ନାହିଁ, ଏହା ମଧ୍ଯ ଅସାର ଅଟେ।
ମନୁଷ୍ଯ ତା'ର ନିଜ ପଟେ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥି ରେ ସନ୍ତୁଷ୍ଟ ହୁଏ ନାହିଁ, କାହିଁକି?
ସବୁ କିଛି ଆମ୍ଭର ବୁଝାମଣାର ବାହା ରେ, ଏସବୁ କିଏ ବୁଝିପାରିବ ?
ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ଯ, କାରଣ ସମାନେେ ସଂମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।
ଆମ୍ଭେ ଯାଣୁ ଯେ ପରମେଶ୍ବରଙ୍କ ନିର୍ମିତ ପ୍ରେତ୍ୟକକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦବୋ ପ୍ରସବ ବଦନୋ ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷା ରେ ଅଛି।
ସହେି ଲୋକମାନେ ଆଉ କବେେ କ୍ଷୁଧିତ ହବେେ ନାହିଁ। ସମାନେେ କଦାପି ତୃଷାର୍ତ୍ତ ହବେେ ନାହିଁ। ସୂର୍ୟ୍ଯ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସମାନଙ୍କେୁ ଡ଼ାକିପାରିବ ନାହିଁ।