ଗୀତସଂହିତା 104:6 · ଓଡ଼ିଆ ବାଇବେଲ
ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ଯ ଆଚ୍ଛାଦନ କଲ। ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
Cross references
ଆଦି ପୁସ୍ତକ 1:2
ପୃଥିବୀ ସେତବେେଳେ ସଂପୂରନ୍ଭାବେ ଶୂନ୍ଯ ଓ କିଛି ନଥିଲା। ଜଳଭାଗ ଉପରେ ଅନ୍ଧକାର ଘାଡ଼ଇେେ ରଖିଥିଲା ଏବଂ ପରମେଶ୍ବରଙ୍କର ଆତ୍ମା ଜଳଭାଗ
ଆଦି ପୁସ୍ତକ 7:19
ପୃଥିବୀ ଉପରେ ଜଳ ଅତିଶଯ ବଢ଼ି ଆକାଶ ତଳସ୍ଥ ସମସ୍ତ ଉଚ୍ଚ ପର୍ବତ ମଗ୍ନ କଲା।
ଆଦି ପୁସ୍ତକ 7:20
ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚ଼ଢ଼ି ରହିଲା।
ପିତରଙ୍କ ଦିତୀୟ ପତ୍ର 3:5
ସୁଦୂର ଅତୀତ ରେ କ'ଣ ଘଟିଥିଲା, ସମାନେେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ବର ପାଣିରୁ ଓ ପାଣି ଦ୍ବାରା ଜଗତକୁ ସୃଷ୍ଟି କଲେ। ପରମେଶ୍ବରଙ୍କ ବାକ୍ଯ ଦ୍ବାରା ଏହା ସାଧିତ ହେଲା।