ବୈଥ୍ପିଯୋର, ଅସଦୋତ୍, ପିସ୍ଗା, ବୈଥ୍ୟିଶିମାେତ୍ ତହିଁର ଏହି ସମସ୍ତ ନଗର।
Cross references
ଇଶ୍ରାୟେଲ ନିଜକୁ ବାଲପଯୋରଙ୍କ ସହିତ ଯୋଗ ଦଇେଥିଲେ। ଏଣୁ ସଦାପ୍ରଭୁ ଇଶ୍ରାୟେଲ ସହିତ ବହୁତ କୋରଧ କଲେ।
ସମାନେେ ୟର୍ଦ୍ଦନ ପାଶର୍ବବର୍ତ୍ତୀ ବୈତୟିଶୀମାେତ ଠାରୁ ଆବଲେ ଶିଟୀମ ପର୍ୟ୍ଯନ୍ତ ମାୟୋବ ପଦା ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
ତାହାର ପଶ୍ଚମ ସୀମା ପର୍ୟ୍ଯନ୍ତ ୟର୍ଦ୍ଦନ ନଦୀ ମରକ୍ସ୍ଟଭୂମି ଥିଲା। ଉତ୍ତର ରେ କିନ୍ନରତେ ସମକ୍ସ୍ଟଦ୍ରଠାରକ୍ସ୍ଟ ଲବଣ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଦକ୍ଷିଣ ରେ ପିସ୍ଗାର ଗଡାଣିଠାରକ୍ସ୍ଟ ପୂର୍ବ ପର୍ୟ୍ଯନ୍ତ।
ସିୟୋନ ଦେଶ ରେ ଇ ମାରେୀଯମାନଙ୍କର ରାଜା ୟିଏକି ୟର୍ଦ୍ଦନ ନଦୀର ବିପରିତ ପାଶର୍ବ ରେ ଥିବା ବୈତପିୟୋର ସମ୍ମକ୍ସ୍ଟଖ ରେ ହିଷ୍ବୋନ୍ ଇପତ୍ଯକା ରେ ଶାସନ କରୁଥିଲେ। କାରଣ ମିଶରରକ୍ସ୍ଟ ବାହାରି ଆସିବା ବେଳେ ମାଶାେ ଓ ଇଶ୍ରାୟେଲର ଲୋକମାନେ ତାଙ୍କୁ ପରାସ୍ତ କଲେ।
ସମାନେେ ମଧ୍ଯ ୟର୍ଦ୍ଦନର ପୂର୍ବ ଉପତ୍ୟକାଠାରକ୍ସ୍ଟ ଗାଲିଲି ହ୍ରଦର ପୂର୍ବ ତୀର ପର୍ୟ୍ଯନ୍ତ ଓ ବୈତ୍ୟିଶିମାେତର ପଥରେ ପଦାଭୂମିସ୍ଥିତ ଲବଣ ସମକ୍ସ୍ଟଦ୍ରର ପୂର୍ବତୀର ପର୍ୟ୍ଯନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶ ରେ ରାଜତ୍ବ କଲେ।
ମୁଁ ମାୟୋବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମାୟୋବ ମହିମା ସ୍ବରୂପ ଯଥା : ବୈତ୍-ୟିଶୀମାେତ୍, ବାଲ-ମିଯୋନ ନଗରଗୁଡ଼ିକୁ ନଇୟିବେି।