Home Bibles ☰ Books ଗଣନା ପୁସ୍ତକ 24:16 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 24:16 · ଓଡ଼ିଆ ବାଇବେଲ

ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ୟିଏ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ବୁଝେ। ସହେି ଜଣେ ୟିଏ ସର୍ବୋଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା'ର ଆଖିଗୁଡିକ ଖାଲିେଥାଏ।

Cross references

ଆଦି ପୁସ୍ତକ 14:18

ଶାଲମର ରାଜା ମଲ୍କୀଷଦକେ ଅବ୍ରାହାମକୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ବରଙ୍କର ଯାଜକ। ମଲକୀଷଦକେ ରୋଟୀ ଓ ଦ୍ରାକ୍ଷାରସ ଘନେି ଆସିଲେ।

ଆଦି ପୁସ୍ତକ 17:1

ଯେତବେେଳେ ଅବ୍ରାମକୁ ଅନେଶ୍ବତ ବର୍ଷ ସେତବେେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ସର୍ବଶକ୍ତିମାନ ପରମେଶ୍ବର। ଉତ୍ତମ କାର୍ୟ୍ଯମାନ କର। ମାେତେ ମାନ ଏବଂ ନିଷ୍ଠାପର ଜୀବନୟାପନ କର।

ଗଣନା ପୁସ୍ତକ 24:4

ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ହେଉଛି ଜଣେ ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛ। ସେ ହେଉଛି ଜଣେ ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କ ଆଗ ରେ ଭୂମିଷ୍ଠ ପ୍ରମାଣ କଲା, କିନ୍ତୁ ତା'ର ଚକ୍ଷୁଗୁଡିକ ଖାେଲା ଥିଲା।

ଦିତୀୟ ଶାମୁୟେଲ 23:1

ଏଗକ୍ସ୍ଟଡିକ ଦାଉଦଙ୍କର ଶଷେ କଥା, ୟିଶୀର ପକ୍ସ୍ଟତ୍ର ଦାଉଦ କହନ୍ତି, ଏହି ବ୍ଯକ୍ତିକକ୍ସ୍ଟ ପରମେଶ୍ବର ମହାନ କରିଛନ୍ତି ଏବଂ ୟିଏକି ୟାକକ୍ସ୍ଟବଙ୍କର ପରମେଶ୍ବର ଅଭିଷିକ୍ତ ଏବଂ ୟିଏ ଇଶ୍ରାୟେଲର ସକ୍ସ୍ଟମଧକ୍ସ୍ଟର ଗାଯକ କହନ୍ତି,

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:1

ଏବେ ମୁଁ ମୂର୍ତ୍ତିଗୁଡ଼ିକଠା ରେ ଉତ୍ସର୍ଗୀକୃତ ମାଂସ ବିଷୟ ରେ କହିବି। ଆମ୍ଭେ ଜାଣୁ ଆମ୍ଭ ସମସ୍ତଙ୍କ ପାଖ ରେ ଜ୍ଞାନ ଅଛି। କିନ୍ତୁ ଜ୍ଞାନ ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:2

ମାେ ପାଖ ରେ ଭାବବାଣୀ କହିବାର ଶକ୍ତି ଥାଇ ପା ରେ, ମୁଁ ପରମେଶ୍ବରଙ୍କ ସମସ୍ତ ନିଗୂଢ଼ ତତ୍ତ୍ବ ଜାଣି ଥାଇ ପା ରେ, ମାରେସମସ୍ତ ଜ୍ଞାନ ଥାଇପା ରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମାହେର ସମ୍ପୂର୍ଣ୍ଣ ବିଶ୍ବାସ ଥାଇପା ରେ, କିନ୍ତୁ ଯଦି ମାଠାେ ରେ ପ୍ ରମେ ନାହିଁ, ତା' ହେଲେ ମୁଁ କିଛି ନୁହେଁ।

Interlinear

Choose Theme