ତହିଁରେ ଇଶ୍ରାୟେଲ ଲୋକମାନେ ସମସ୍ତେ ଏକତ୍ରିତ ହେଲେ ଏବଂ ମାଶାେ ସମାନଙ୍କେ ଇଦ୍ଦେଶ୍ଯ ରେ ଏହି ସଂଗୀତ ଗାନ କଲେ।
Cross references
ହିଁ ଦେଖ, ସଦାପ୍ରଭୁ ମାରେ ପରମେଶ୍ବର ମାେତେ ଯେପରି ଆଜ୍ଞା ଦେଲେ, ମୁ ସହେି ବ୍ଯବସ୍ଥାସବୁ ଶିକ୍ଷା ଦଲେି। ମୁ ତୁମ୍ଭମାନଙ୍କୁ ସହେିପରି ବ୍ଯବସ୍ଥା ଓ ବିଧି ଶିକ୍ଷା ଦଇେଅଛି, ଯେପରି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସହେି ଦେଶ ରେ ତୁମ୍ଭମାନେେ ସମାନଙ୍କେ ଅନକ୍ସ୍ଟସା ରେ ବାସ କରିବ।
ଏହାପରେ ମାଶାେ ୟାଇ ଏହିକଥା ସମସ୍ତ ଇଶ୍ରାୟେଲୀୟଙ୍କୁ କହିଲେ।
ମାଶାେ ଏବଂ ନୂନର ପକ୍ସ୍ଟତ୍ର ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ଗାନ କଲେ।
ଯେଉଁ ସମୟରେ ସଦାପ୍ରଭୁ ୟାବତୀଯ ଶତୃ ହସ୍ତରକ୍ସ୍ଟ ଓ ଶାଉଲଙ୍କର ହସ୍ତରକ୍ସ୍ଟ ଦାଉଦଙ୍କକ୍ସ୍ଟ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ନିବଦନେ କଲେ।
ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦଇେଛି ତାହା ମାରେ ନୁହେଁ। ମାରେ ପ୍ ରରଣକେର୍ତ୍ତା ପରମପିତା ମାେତେ କ'ଣ କହିବାକୁ ଓ କ'ଣ ଉପଦେଶ ଦବୋକୁ ପଡିବ ତାହା କହିଛନ୍ତି।
କାରଣ ମୁଁ ତୁମ୍ଭମାନଙ୍କୁ ଆଗ ରେ ପରମେଶ୍ବରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚ ରେ ଜଣାଇ ସାରିଛି।
ପରମେଶ୍ବର ଯୀଶୁଙ୍କୁ ମହାୟାଜକ ସ୍ବରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମାଶାଙ୍କେ ପରି ଯୀଶୁ ମଧ୍ଯ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ। ଈଶ୍ବରଙ୍କ ଗୃହ ରେ ଈଶ୍ବର ଇଚ୍ଛା କରୁଥିବା ସମସ୍ତ କାର୍ୟ୍ଯ ସେ କଲେ।
କିନ୍ତୁ ପରମେଶ୍ବର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ବରଙ୍କ ଗୃହ ରେ ମାଶାେ ଜଣେ ସବେକ ରୂପେ ବିଶ୍ବସ୍ତ ଥିଲେ। ପରମେଶ୍ବର ଭବିଷ୍ଯତ ରେ ଯାହା କିଛି କହିବେ, ସେ ଲୋକମାନଙ୍କୁ ସହେି କଥା କହିଥିଲେ।