Home Bibles ☰ Books ଦିତୀୟ ବିବରଣ 28:38 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 28:38 · ଓଡ଼ିଆ ବାଇବେଲ

ତୁମ୍ଭେ କ୍ଷେତ୍ରକକ୍ସ୍ଟ ବହକ୍ସ୍ଟତ ବିହନ ବହିନବେ ମାତ୍ର ଅଳ୍ପ ସଂଗ୍ରହ କରିବ। କାରଣ ପଙ୍ଗପାଳ ତାହା ଖାଇ ପକାଇବେ।

Cross references

ଯାତ୍ରା ପୁସ୍ତକ 10:14

ପଙ୍ଗପାଳ ଦଳ ଉଡିଆସି ମିଶର ଦେଶ ରେ ଭୂମିସ୍ଥ ହେଲେ। ଏତେ ସଂଖ୍ଯା ରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ଯକ ପଙ୍ଗପାଳ ଦଳ ମିଶର ରେ କଦାପି ଦଖାୟୋଇ ନଥିଲେ।

ଯିଶାଇୟ 5:10

ଦଶ ଏକର ପରିମିତ ଦ୍ରାକ୍ଷାକ୍ଷଲତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନସହବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ଯ ଉତ୍ପନ୍ନସହବ।

ଯୋୟେଲ 1:4

ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।

ଯୋୟେଲ 2:3

ଜ୍ବଳନ୍ତ ଅଗ୍ନି ସଦୃଶ ସହେି ସୈନ୍ଯବାହିନୀ ଦେଶକୁ ଧ୍ବଂସ କରି ଦବେେ। ସମାନଙ୍କେ ସମ୍ମୁଖ ରେ ଦେଶ ଏଦନ୍ର ବଗିଗ୍ଭ ସଦୃଶ ହବେ। ପଶ୍ଚାତ୍ଭାଗ ରେ ଦେଶଟି ଏକ ଶୂନ୍ଯ ମରୁଭୂମି ସଦୃଶ ହବେ। ସମାନଙ୍କେଠାରୁ କିଛି ରକ୍ଷା ପାଇବ ନାହିଁ।

ଯୋୟେଲ 2:25

ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା ଯେଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ ରେ ପଠାଇଲୁ। ସମାନେେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫରୋଇ ଦବୋ, ଯାହା ବର୍ଷଧରି ଖାଇୟାଇଛନ୍ତି।

ଆମୋଷ 4:9

ଉତ୍ତାପ ଓ ରୋଗଦ୍ବାରା ତୁମ୍ଭର ଶସ୍ଯସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷା କ୍ଷତକେୁ ଧ୍ବଂସ କଲୁ। ଫଙ୍ଗପାଳ ତୁମ୍ଭର ଡିମିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ବଂସ କଲେ। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।

ଆମୋଷ 7:1

ସଦାପ୍ରଭୁ ମାେତେ ଏହା ଦଖାଇେଲେ। ଦ୍ବିତୀୟବାର ଶସ୍ଯ ଉତ୍ପାଦନ ଆରମ୍ଭ ହବୋ ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ଯ ଅମଳ କଲାପ ରେ ଏହା ଦ୍ବିତୀୟବାର ଶସ୍ଯ ଥିଲା।

ମୀଖା 6:15

ତୁମ୍ଭେ ଯଦିଓ ଶସ୍ଯ ବୁଣିବ କିନ୍ତୁ ଫସଲ ଅମଳ କରିବ ନାହିଁ। ତୁମ୍ଭେ ଅଲିଭ ଫଳ ପଷେିବ ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ। ଯଦିଓ ଦ୍ରାକ୍ଷାଫଳ ପଷେିବ, ଦ୍ରାକ୍ଷାରସ ପାନୀଯ ପାଇଁ ପାଇବ ନାହିଁ।

ହଗୟ 1:6

ତୁମ୍ଭେ ବହୁ ମଞ୍ଜି ବୁଣୁଛ କିନ୍ତୁ ଅଳ୍ପ ଶସ୍ଯ ଅମଳ କରୁଛ। ତୁମ୍ଭର ଖାଇବାକୁ ଖାଦ୍ୟ ଅଛି କିନ୍ତୁ ପଟେ ପୁରିବାକୁ ପ୍ରଚୁର ନାହିଁ। ତୁମ୍ଭର ପାନୀଯ ପାଇଁ ଅଳ୍ପ ଦ୍ରାକ୍ଷାରସ ଅଛି। କିନ୍ତୁ ତାହା ତୁମ୍ଭର ଚାହିଦା ପୂରଣ ପାଇଁ ୟଥେଷ୍ଟ ନୁହେଁ। ତୁମ୍ଭର ଯଦିଓ କିଛି ବସ୍ତ୍ର ପିନ୍ଧିବାକୁ ଅଛି ତାହା ତୁମ୍ଭମାନଙ୍କୁ ଉଷୁମ ରଖିବାକୁ ୟଥେଷ୍ଟ ନୁହେଁ। ତୁମ୍ଭମାନେେ ଧନ ଅର୍ଜ୍ଜନ କରୁଛ କିନ୍ତୁ ତାହା କୁଆଡେ ଗ୍ଭଲି ଯାଉଛି ତୁମ୍ଭେ ଜାଣିପାରୁନାହଁ, ଯେପରିକି ତୁମ୍ଭ ପକଟେ ରେ ଥିବା କଣା ବାଟେ ସେସବୁ ଗ୍ଭଲି ଯାଉଛି।

ହଗୟ 1:9

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ପ୍ରଚୁର ଶସ୍ଯ ଅମଳ କରିବାକୁ ଖୋଜୁଛ, କିନ୍ତୁ ଯେତବେେଳେ ଶସ୍ଯ ସଂଗ୍ରହ କରିବାକୁ ଯାଉଛ ସଠାେ ରେ ଅତି ଅଳ୍ପ ଶସ୍ଯ ଦେଖୁଛ। ତୁମ୍ଭମାନେେ ସେ ଶସ୍ଯ ଘରକୁ ଆଣୁଛ, ତା'ପ ରେ ଆମ୍ଭେ ପବନକୁ ପଠାଇ ସେ ସମସ୍ତକୁ ଉଡାଇଦେଉଛୁ। ଏହା କାହିଁକି ଘଟୁଛି? କାରଣ ତୁମ୍ଭେ ପ୍ରେତ୍ୟକକ ଯେତବେେଳେ ନିଜ ନିଜ ଘରର ଯତ୍ନ ନବୋକୁ ତତ୍ପର ହେଉଛ ସେତବେେଳେ ଆମ୍ଭ ଗୃହ ଧ୍ବଂସ ହେଉଛି।

Interlinear

Choose Theme