ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତକ୍ସ୍ଟତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ। କାରଣ ପୋକମାନେ ତାହା ଖାଇ ପକାଇବେ।
Cross references
ଦୁଷ୍ଟଲୋକ ଜଣେ ଅପରିପକ୍ବ ଲୋକ ୟିଏ ଅଙ୍ଗୁରଲତା ସଦୃଶ ଫଳ ପାଚିଲା ପୂର୍ବରୁ ଝଡ଼ି ୟାଏ। ସହେି ବ୍ଯକ୍ତି ଜୀତବୃକ୍ଷଭଳି ନିଜର କଢ଼କୁ ମଧ୍ଯ ହରାଇ ବସିବ।
ଦଶ ଏକର ପରିମିତ ଦ୍ରାକ୍ଷାକ୍ଷଲତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନସହବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ଯ ଉତ୍ପନ୍ନସହବ।
ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।
ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।
ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମଘାେଛନ୍ନ ଦିନ ହବେ। ସୂର୍ େଯ୍ଯାଦଯ ରେ ପର୍ବତ ଉପ ରେ ସୈନ୍ଯମାନେ ଘରେି ୟାଇଥିବାର ତୁମ୍ଭେ ଦେଖିବ। ସମାନେେ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ ହବେେ। ପୂର୍ବରୁ ଏପରି କବେେ ହାଇନୋହିଁ, ଆଉ ମଧ୍ଯ ଏହା ପୁନର୍ବାର କବେେ ହବେ ନାହିଁ।
ପରଦିନ ପ୍ରଭାତ ରେ ପରମେଶ୍ବର ସହେି ଗଛକୁ ଖାଇଦବୋକୁ ଗୋଟିଏ କୀଟ ପଠାଇଲେ। ସହେି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା।
ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।