ଦିତୀୟ ବିବରଣ 25:3 · ଓଡ଼ିଆ ବାଇବେଲ
ତୁମ୍ଭେ କାହାରିକକ୍ସ୍ଟ ଗ୍ଭଳିଶ ପ୍ରହାରରକ୍ସ୍ଟ ଅଧିକ ଦବନୋହିଁ। ଯଦି ତୁମ୍ଭେ କାହାକକ୍ସ୍ଟ ଗ୍ଭଳିଶ ଥରରକ୍ସ୍ଟ ଅଧିକ ପ୍ରହାର କର ତବେେ ଏହା ଜଣାୟିବ ତକ୍ସ୍ଟମ୍ଭପାଇଁ ତାହାର ଜୀବନ ତକ୍ସ୍ଟଛ ଅଟେ।
Cross references
ଆୟୁବ ପୁସ୍ତକ 18:3
ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ ଗାଈ ପଶୁଭଳି ବୋକା?
ଲୂକଲିଖିତ ସୁସମାଚାର 15:30
କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'
ଲୂକଲିଖିତ ସୁସମାଚାର 18:9
କେତକେ ଲୋକ ଭାବୁଥିଲେ ଯେ ସମାନେେ ବହୁତ ଭଲ ଅଟନ୍ତି। ସମାନେେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହାଇେଥିବା ଭଳି ବ୍ଯବହାର କରୁଥିଲେ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ:
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:24
ମୁଁ ୟିହୁଦୀମାନଙ୍କ ଠାରୁ ପାଞ୍ଚ ଥର ରେ ଅଣଚାଳିଶି ଥର ଚାବୁକ ମାଡ଼ ଖାଇଛି।
ଯାକୁବଙ୍କ ପତ୍ 2:2
ମନକରେ, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆ ସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସତେିକି ବେଳେ ଆ ସେ।