କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:24 · ଓଡ଼ିଆ ବାଇବେଲ
ମୁଁ ୟିହୁଦୀମାନଙ୍କ ଠାରୁ ପାଞ୍ଚ ଥର ରେ ଅଣଚାଳିଶି ଥର ଚାବୁକ ମାଡ଼ ଖାଇଛି।
Cross references
ଦିତୀୟ ବିବରଣ 25:2
ଯଦି ଦୋଷୀଲୋକ ପ୍ରହାରିତ ହବୋର ଯୋଗ୍ଯ ହକ୍ସ୍ଟଏ, ତବେେ ବିଗ୍ଭରକର୍ତ୍ତା ତାହାକକ୍ସ୍ଟ ଶକ୍ସ୍ଟଣାଇବ, ପକ୍ସ୍ଟଣି ତାହାର ଦୋଷ ଅନକ୍ସ୍ଟସା ରେ ଗଣି ଗଣି ଆପଣା ସମ୍ମକ୍ସ୍ଟଖ ରେ ତାହାକକ୍ସ୍ଟ ପ୍ରହାର କରାଇବ।
ମାଥିଉଲିଖିତ ସୁସମାଚାର 10:17
କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସମାନେେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଚାରାଳୟ ହାତ ରେ ଦଇେ ଦବେେ ଓ ତାହାଙ୍କର ପ୍ରାର୍ଥନାଗୃହ ରେ ତୁମ୍ଭକୁ ଛାଟ ରେ ପିଟିବେ।
ମାର୍କଲିଖିତ ସୁସମାଚାର 13:9
ତୁମ୍ଭମାନେେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଚାରାଳୟ ରେ ସମର୍ପି ଦବେେ। ସମାନେେ ତୁମ୍ଭମାନଙ୍କୁ ସମାନଙ୍କେର ସମାଜଗୃହ ଗୁଡିକରେ ପିଟିବେ। ମାରେ ଶିଷ୍ଯ ହାଇେଥିବା ଯୋଗୁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗ ରେ ଠିଆ ହବୋକୁ ବାଧ୍ଯ କରାୟିବ। ତୁମ୍ଭମାନେେ ମାେ ବିଷୟ ରେ ପ୍ରମାଣ ଦବେ।