Home Bibles ☰ Books ଆୟୁବ ପୁସ୍ତକ 31:38 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 31:38 · ଓଡ଼ିଆ ବାଇବେଲ

ମାରେ ଜମି ମୁଁ କାହାଠାରୁ ଚୋରି କରି ନାହିଁ। ଏହା ଚୋରି କରିଥିବା କଥା କହେି ମାେତେ ଦୋଷ ଦଇେ ପାରିବେ ନାହିଁ।

Cross references

ଆୟୁବ ପୁସ୍ତକ 20:27

ସ୍ବର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା' ବିରୁଦ୍ଧ ରେ ସାକ୍ଷୀ ଦବେ।

ଗୀତସଂହିତା 65:13

ଚାରଣଭୂମି ସବୁ ମଷେପଲରେ ପୁରି ଉଠନ୍ତି। ଉପତ୍ୟକା ସକଳ ଶସ୍ଯରେ ଆଚ୍ଛନ୍ନ ହୁଅନ୍ତି। ପ୍ରେତ୍ୟକକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜଯଧ୍ବନି କରନ୍ତି।

ହବକକୂକ 2:11

ତୁମ୍ଭ କାନ୍ଥ ରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧ ରେ କଥା କହିବ। ଏପରିକି ତୁମ୍ଭ ଛାତ ରେ ଲାଗିଥିବା କାଠର ବର୍ଗାଗୁଡିକ ତୁମ୍ଭେ ଭୂଲ୍ ବୋଲି ରାଜି ହବେ।

ଯାକୁବଙ୍କ ପତ୍ 5:4

ଲୋକେ ତୁମ୍ଭ କ୍ଷତମାନଙ୍କେ ରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସମାନଙ୍କେର ମଜୁରୀ ଦଲେ ନାହିଁ। ସମାନେେ ତୁମ୍ଭ ବିରୁଦ୍ଧ ରେ କ୍ରନ୍ଦନ କରୁଛନ୍ତି। ସମାନେେ ତୁମ୍ଭ ପାଇଁ ଶସ୍ଯ ଆମଦାନୀ କଲେ। ଏବେ ସ୍ବର୍ଗୀୟ ସନୋବାହିନୀ ରେ ପ୍ରଭୁ ସମାନଙ୍କେ ଚିତ୍କାର ଶୁଣିଛନ୍ତି।

Interlinear

Choose Theme