ତୁମ୍ଭେ କଦାପି ଦକ୍ସ୍ଟଃଖି ଓ ଦରିଦ୍ର ଲୋକମାନଙ୍କର କବେେ ଉପଦ୍ରବ୍ଯ କରିବ ନାହିଁ। ସେ ଇଶ୍ରାୟେଲୀୟ ହେଉ ବା ବିଦେଶୀଯ ହେଉ।
Cross references
ତୁମ୍ଭମାନେେ ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରିବ ନାହିଁ ଓ ତାଙ୍କଠାରୁ ଚୋରି କରିବ ନାହିଁ। ପୁଣି ବତନଜେୀବିର ବତନେ ରାତ୍ରିଠାରୁ ସକାଳ ୟାଏ ତୁମ୍ଭ ପାଖ ରେ ରହିବ ନାହିଁ।
ଆଉ ଯବେେ ତୁମ୍ଭର ଭାଇ ଦରିଦ୍ର ହାଇୟୋଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତବେେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ।
ତୁମ୍ଭମାନେେ ତୁମ୍ଭମାନଙ୍କର ସବୋ କରିବା ପାଇଁ ଯେଉଁ ଏବ୍ରୀଯ ଲୋକ ବା ମହିଳାମାନଙ୍କୁ କ୍ରିତଦାସ ଭାବେ କିଣିଥିବ। ତୁମ୍ଭମାନେେ ସମାନଙ୍କେୁ ଛଅ ବର୍ଷ ରଖିପାରିବ। କିନ୍ତୁ ସମସ୍ତ ବର୍ଷ ତୁମ୍ଭେ ସମାନଙ୍କେୁ ନିଶ୍ଚଯ ମକ୍ସ୍ଟକ୍ତ କରିବ।
ଗରିବ ଲୋକର ବସ୍ତ୍ର ନ ଥିବାରୁ ସମାନେେ ଉଲଗ୍ନ ହାଇେ କାମ କରନ୍ତି। ସମାନେେ ଧାନ ବିଡ଼ା ବୁହନ୍ତି, ତଥାପି ସମାନେେ କ୍ଷୁଧାର୍ତ୍ତ ହାଇେ ୟାଆନ୍ତି।
ମୁଁ ଯଦି ମାରେ କ୍ରୀତଦାସଙ୍କ ପ୍ରତି ନ୍ଯାଯ କରିବାକୁ ମନା କରିଥାଏ। ସେତବେେଳେ ମାେ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଥାଏ।
ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା'ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ୟିଏ ଦରିଦ୍ରକୁ ଦୟାକରେ, ସେ ତା'ର ନିର୍ମାଣ କର୍ତ୍ତା ସମ୍ମାନ ବ୍ଯକ୍ତି ହୁଏ।
ଯେଉଁଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କବଳେ ଅଭାବ ଘଟିବ।
ତୁମ୍ଭ ମଧିଅରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସମାନେେ, ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ଯାଚାର କଲେ, ଅନାଥ ଓ ବିଧବା ପ୍ରତି ଅନ୍ଯାଯ କରିଅଛନ୍ତି।
ସମାନେେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡି ଦଣ୍ତ ଦେଉଥିଲେ ଓ ସମାନଙ୍କେୁ ପଦାଘାତ କରୁଥିଲେ। ସମାନେେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନଥିଲେ। ମାରେ ପବିତ୍ର ନାମକୁ କଳୁଷିତ କରିବାକୁ ୟାଇ ଜଣେ ବ୍ଯକ୍ତି ଓ ତା'ର ପିତା, ଜଣେ ରମଣୀ ସହ ୟୌନ ସଂପର୍କ ରଖିଥିଲେ।
ହେ ଶମରିଯାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭମାନେେ ମାରେ ଏହି ବାକ୍ଯ ଶୁଣ। ତୁମ୍ଭମାନେେ ଦରିଦ୍ର ଲୋକଙ୍କୁ ଆଘାତ ଦଇେ ଦରିଦ୍ରମାନଙ୍କୁ ଦଳି ଦଇେଛ ଆଉ ମଧ୍ଯ ତୁମ୍ଭର ସ୍ବାମୀମାନଙ୍କୁ କହିଛ, ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।
ମାେ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।