Home Bibles ଏଜ୍ରା 9:12 · ଓଡ଼ିଆ ବାଇବେଲ
ଏଜ୍ରା 9:12 · ଓଡ଼ିଆ ବାଇବେଲ

ଏଣୁ ହେ ଇଶ୍ରାୟେଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସମାନଙ୍କେର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସମାନଙ୍କେ ଶାନ୍ତି ଓ ସୌଭାଗ୍ଯ ପାଇଁ କଦାପି ଚେଷ୍ଟା କରନାହିଁ। ତହିଁରେ ତୁମ୍ଭମାନେେ ବଳବାନ ହବେ। ଦେଶର ଉତ୍ତମ ଦ୍ରବ୍ଯ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିୟିବ। ମାତ୍ର ଆମ୍ଭମାନେେ ତୁମ୍ଭର ଏହି ଆଜ୍ଞା ପରିତ୍ଯାଗ କରିଅଛୁ।

Cross references

ଆଦି ପୁସ୍ତକ 18:18

ଅବ୍ରହାମଠାରୁ ଏକ ମହାନ ଓ ବଳଶାଳି ଗୋଷ୍ଠୀ ଉତ୍ପନ୍ନ ହବେ ଓ ପୃଥିବୀର ୟାବତୀଯ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହବେେ।

ଯାତ୍ରା ପୁସ୍ତକ 23:32

ତୁମ୍ଭେ ସମାନଙ୍କେ ସହିତ କିମ୍ବା ସମାନଙ୍କେ ଦବେତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ।

ଯାତ୍ରା ପୁସ୍ତକ 34:15

ସାବଧାନ, ତୁମ୍ଭେ ଯେଉଁ ଦେଶ ରେ ବାସ କରିବ ସମାନଙ୍କେ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର,, ତବେେ ତୁମ୍ଭମାନେେ ସମାନଙ୍କେ ଦବଗେଣମାନଙ୍କର ଅନୁଚର ଦବେ। କିମ୍ବା ସମାନେେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସମାନଙ୍କେ ସହିତ ୟୋଗ ଦବେ। ତୁମ୍ଭେ ସମାନଙ୍କେର ବଳିଦାନ ଭକ୍ଷଣ କରିବ।

ଦିତୀୟ ବିବରଣ 6:1

ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।

ଦିତୀୟ ବିବରଣ 7:3

ତୁମ୍ଭମାନେେ ସମାନଙ୍କେ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭମାନେେ ସମାନଙ୍କେ ପକ୍ସ୍ଟତ୍ରମାନଙ୍କ ସହିତ ଆପଣା କନ୍ଯାମାନଙ୍କୁ ବିବାହ ଦବନୋହିଁ। କିଅବା ଆପଣା ପକ୍ସ୍ଟତ୍ରମାନଙ୍କୁ ସମାନଙ୍କେ କନ୍ଯାମାନଙ୍କ ସହିତ ବିବାହ ଦବେ ନାହିଁ।

ଦିତୀୟ ବିବରଣ 23:6

ତୁମ୍ଭେ ଜାବଜ୍ଜୀବନ ଅନନ୍ତକାଳ ପର୍ୟ୍ଯନ୍ତ ଅେମ୍ମାନୀୟ ଓ ମାୟୋବୀଯ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡିବ ନାହିଁ।

ଦିତୀୟ ବିବରଣ 23:7

ତୁମ୍ଭମାନେେ ଇଦୋମୀଯ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ। କାରଣ ସମାନେେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭମାନେେ ମିଶରୀଯମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ କାରଣ ତୁମ୍ଭମାନେେ ସମାନଙ୍କେ ଦେଶ ରେ ବିଦେଶୀପରି ବାସ କରୁଥିଲ।

ଯିହୋଶୂୟ 1:6

ଯିହାଶୂେୟ, ତୁମ୍ଭେ ବଳବାନ୍ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗଇେ ନିଅ, ଯେପରି କି ସମାନେେ ସମାନଙ୍କେର ଦେଶ ଅଧିକାର କରି ପାରିବେ। ମୁ ତାଙ୍କ ପୂର୍ବପୁରୁଷମାନଙ୍କ ଠା ରେ ପ୍ରତିଜ୍ଞା କରିଥିଲି ଯେ, ମୁ ସମାନଙ୍କେୁ ସହେି ଦେଶ ଦବେି।

ଯିହୋଶୂୟ 23:12

କଦାପି ସଦାପ୍ରଭୁଙ୍କ ଉପଦେଶରକ୍ସ୍ଟ ବିଚକ୍ସ୍ଟ୍ଯତ ହକ୍ସ୍ଟଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧକ୍ସ୍ଟ ହକ୍ସ୍ଟଅ ନାହିଁ। ଯେଉଁମାନେ କି ଇଶ୍ରାୟେଲଙ୍କର ଅଂଶ ନକ୍ସ୍ଟହଁନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କରନାହିଁ। ଇଶ୍ରାୟେଲ ନକ୍ସ୍ଟହଁନ୍ତି କିନ୍ତୁ ଯଦି ତୁମ୍ଭେ ସମାନଙ୍କେର ବନ୍ଧକ୍ସ୍ଟ ହକ୍ସ୍ଟଅ।

ପ୍ରଥମ ବଂଶାବଳୀ 28:8

ଦାଉଦ କହିଲେ, ବର୍ତ୍ତମାନ, ସମଗ୍ର ଇଶ୍ରାୟେଲ ଓ ପରମେଶ୍ବରଙ୍କ ସାକ୍ଷାତ ରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି : ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ଯ ହବୋ ନିମନ୍ତେ ଅତ୍ଯନ୍ତ ଯତ୍ନଶୀଳ ହୁଅ। ତବେେ ତୁମ୍ଭମାନେେ ଏହି ଉତ୍ତମ ଦେଶକୁ ରକ୍ଷା କରିପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦଇପୋରିବ।

ଦିତୀୟ ବଂଶାବଳୀ 19:2

ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।

ଏଜ୍ରା 9:2

ସମାନେେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସମାନଙ୍କେର କନ୍ଯାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ଯଦେଶ ରେ ଗୋଷ୍ଠୀଯମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧ ରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହାଇେଅଛି।

ଗୀତସଂହିତା 112:1

ସଦାପ୍ରଭୁଙ୍କର ପ୍ରଶଂସା କର। ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସମାନେେ ସମ୍ମାନରେ ଭାଗ୍ଯବାନ୍ ହୁଅନ୍ତି, ୟିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ବସ୍ତ ହାଇେଥାଏ,

ହିତୋପଦେଶ 13:22

ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିୟାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।

ହିତୋପଦେଶ 20:7

ଯେଉଁ ଧାର୍ମିକ ଲୋକ ସରଳତା ରେ ବାସ କରେ, ତା' ଉତ୍ତା ରେ ତା'ର ପୁତ୍ରଗଣ, ସନ୍ତାନଗଣ ଧନ୍ଯ ହୁଅନ୍ତି।

ଯିଶାଇୟ 1:19

ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ଦବେ ଓ ମାରେ ଆଜ୍ଞାବହ ହବେ ତବେେ ତୁମ୍ଭମାନେେ ଦେଶ ରେ ଉତ୍ତମ ଫଳ ଭୋଗ କରିବ।

ଯୋହନଙ୍କ ଦିତୀୟ ପତ୍ 1:10

ଯଦି ତୁମ୍ଭ ପାଖକୁ କହେି ଆ ସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତବେେ ତାହାକୁ ଗୃହ ରେ ସ୍ବାଗତ ଓ ଗ୍ରହଣ କର ନାହିଁ।

Interlinear

Choose Theme