Home Bibles ☰ Books ଲେବୀୟ ପୁସ୍ତକ 22:24 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 22:24 · ଓଡ଼ିଆ ବାଇବେଲ

ଆଉ ମଧ୍ଯ ଯେଉଁ ପ୍ରାଣୀର କୋଷ ମାେଡା କି ଛଚୋ କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ ନାହିଁକିମ୍ବା ତୁମ୍ଭମାନେେ ଆପଣା ଦେଶ ରେ ଏପରି ବଳିଦାନ କରିବନାହିଁ।

Cross references

ଲେବୀୟ ପୁସ୍ତକ 21:20

କି କୁଜା, କି ବାମନ,

ଲେବୀୟ ପୁସ୍ତକ 22:20

ମାତ୍ର ଖୁଣଥିବା ପ୍ରଣୀକୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନବୈେଦ୍ଯ ରୂପେ ଗ୍ରହଣୀଯ ନୁହେଁ।

ଦିତୀୟ ବିବରଣ 23:1

ଚକ୍ସ୍ଟର୍ଣ୍ଣ କୋଷ କିଅବା ଛିନ୍ନଲିଙ୍ଗ ବ୍ଯକ୍ତି ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିବ ନାହିଁ।

Interlinear

Choose Theme