Home Bibles ☰ Books ଦିତୀୟ ବିବରଣ 22:6 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 22:6 · ଓଡ଼ିଆ ବାଇବେଲ

ପଥ ପାଶର୍‌ବସ୍ଥ କୌଣସି ଗଛ ରେ କିଅବା ଭୂମିରେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ କୌଣସି ପକ୍ଷୀର ବସା ରେ ଛକ୍ସ୍ଟଆ କିଅବା ଡିମ୍ବ ଥାଏ ଏବଂ ସହେି ଡିମ୍ବ ଉପରେ ବା ପକ୍ଷୀ ଛକ୍ସ୍ଟଆ ଉପରେ ଯଦି ମା ପକ୍ଷୀ ବସିଥାଏ, ତବେେ ତୁମ୍ଭେ ପକ୍ଷୀ ସହିତ ଛକ୍ସ୍ଟଆକକ୍ସ୍ଟ ଆଣିବ ନାହିଁ।

Cross references

ଆଦି ପୁସ୍ତକ 8:17

ତୁମ୍ଭ ସହିତ ସମସ୍ତ ପଶୁଗୁଡିକୁ ବାହାର କରି ଆଣ । ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସମାନେେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ।

ଆଦି ପୁସ୍ତକ 32:11

ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।

ଲେବୀୟ ପୁସ୍ତକ 22:28

ଗାଈ କିମ୍ବା ମଷେୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।

ହିତୋପଦେଶ 12:10

ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।

ହୋଶେୟ 10:14

ତେଣୁ ତୁମ୍ଭମାନଙ୍କର ସୈନ୍ଯବାହିନୀ ୟୁଦ୍ଧର ଶଦ୍ଦ ଶୁଣିବେଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ବଂସ ପାଇବ। ଶଲମନ ବୈଥ୍-ଅରବଲକେୁ ଧ୍ବଂସ କଲାପରି ଏହା ଘଟିବ। ୟୁଦ୍ଧ ସମୟରେ ମାଆମାନଙ୍କୁ ସମାନଙ୍କେର ପିଲାମାନଙ୍କ ସହିତ ହତ୍ଯା କରାଗଲା।

ଲୂକଲିଖିତ ସୁସମାଚାର 12:6

ଚଢଇେ ବିକାୟିବା ବେଳେ ପାଞ୍ଚଟା ଚଢଇଙ୍କେର ମୂଲ୍ଯ ଅଳ୍ପ କେତକେ ପଇସା ହୁଏ। ତଥାପି, ପରମେଶ୍ବର ସମାନଙ୍କେ ମଧ୍ଯରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ।

Interlinear

Choose Theme