Home Bibles ☰ Books ଦିତୀୟ ବିବରଣ 22:7 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 22:7 · ଓଡ଼ିଆ ବାଇବେଲ

ତୁମ୍ଭେ ତୁମ୍ଭମାନଙ୍କ ପାଇଁ ତା'ର ପକ୍ଷୀ ଛକ୍ସ୍ଟଆମାନଙ୍କୁ ଆଣି ପାରିବ କିନ୍ତୁ ତା'ର ମା' ପକ୍ଷୀକକ୍ସ୍ଟ ମକ୍ସ୍ଟକ୍ତ କରିଦବେ। ଯଦି ତୁମ୍ଭମାନେେ ଏହି ନିଯମଗକ୍ସ୍ଟଡିକ ମାନିବ ତବେେ ତୁମ୍ଭମାନଙ୍କର ଦୀର୍ଘଜୀବୀ ହବେ ଏବଂ ତୁମ୍ଭମାନଙ୍କର ମଙ୍ଗଳ ହବେ।

Cross references

ଲେବୀୟ ପୁସ୍ତକ 22:28

ଗାଈ କିମ୍ବା ମଷେୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।

ଦିତୀୟ ବିବରଣ 4:40

ସେଥିପାଇଁ ତୁମ୍ଭମାନେେ ବ୍ଯବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଗଂଳ ହବେ,ଏବଂ ତକ୍ସ୍ଟମ୍ଭମାନେ ସହେି ଭୂମିରେ ଦିର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦଇେଛନ୍ତି।

ହିତୋପଦେଶ 22:4

ନମ୍ରତାର ଓ ସଦାପ୍ରଭୁଙ୍କ ବିଷଯକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।

Interlinear

Choose Theme