ଯବେେ ତାହା ଉପରେ ତୁମ୍ଭେ ସନ୍ତକ୍ସ୍ଟଷ୍ଟ ନକ୍ସ୍ଟହଁ, ତବେେ ତୁମ୍ଭେ ତାକକ୍ସ୍ଟ ଛାଡପତ୍ର ଦବେ ଏବଂ ତା'ର ଇଚ୍ଛା ଅନକ୍ସ୍ଟସା ରେ ତାକକ୍ସ୍ଟ ୟିବାକକ୍ସ୍ଟ ଦବେ। ମାତ୍ର ଟଙ୍କା ବିନିମଯ ରେ ତାକକ୍ସ୍ଟ କାହାକକ୍ସ୍ଟ ବିକିବ ନାହିଁ। ତୁମ୍ଭେ ତାପ୍ରତି ଦାସୀପରି ବ୍ଯବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ।
Cross references
ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା।
ଜଣେ ଲୋକ ତା'ର କନ୍ଯାକୁ ଦାସୀଭାବେ ବିକ୍ରଯ କରିପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହାଇେ ପାରିବ ନାହିଁ।
ଯଦି ତା'ର ମୁନିବ ତା' ଉପରେ ସନ୍ତୁଷ୍ଟ ନୁହେଁ, ତବେେ ତା'ର ବିବାହ ଠିକ୍ କରି ନପା ରେ, ତବେେ ତାକୁ ପୁନ୍ନରାଯ ତା'ର ପିତାକୁ ବିକ୍ରଯ କରିଦଇେ ପା ରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରଯ କରିପାରିବ ନାହିଁ, କାରଣ ସେ ତାକୁ ଅବିଶ୍ବସ୍ତ ଭାବରେ ବ୍ଯବହାର କରିଛି।
ପକ୍ସ୍ଟଣି ସମାନେେ ତାହାକକ୍ସ୍ଟ ଶ ହେ ଶକେଲ ରୂପା ଦଣ୍ତ କରି କନ୍ଯାର ପିତାକକ୍ସ୍ଟ ଦବେ। କାରଣ ସେ ଇଶ୍ରାୟେଲୀୟ ଏକ କନ୍ଯା ଉପରେ ଦକ୍ସ୍ଟର୍ନାମ ଦଇେଛି। ତହିଁରେ ସେ ତା'ର ଭାର୍ୟ୍ଯା ହବେ। ସେ ତାହାକକ୍ସ୍ଟ ୟାବଜ୍ଜୀବନ ପାଇଁ ତ୍ଯାଗ କରିପାରିବ ନାହିଁ।
ତବେେ ତୁମ୍ଭମାନେେ ସହେି ଦୁଇଜଣଙ୍କକ୍ସ୍ଟ ବାହାର କରି ନଗରଦ୍ବାର ନିକଟକକ୍ସ୍ଟ ଆଣି ପଥର ଫିଙ୍ଗି ହତ୍ଯା କରିବା ଉଚିତ୍। କାରଣ ସହେି କନ୍ଯା ନଗର ମଧିଅରେ ଥାଇ ମଧ୍ଯ ଡାକ ପକାଇଲା ନାହିଁ। ଏବଂ ସହେି ପୁରୁଷ ଆପଣା ପ୍ରତିବେଶୀର ଭାର୍ୟ୍ଯାକକ୍ସ୍ଟ ଭ୍ରଷ୍ଟ କଲା। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଏହି ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।
ତବେେ ତାହା ସହିତ ଶଯନକାରୀ ସହେି ପୁରୁଷ କନ୍ଯାର ପିତାକକ୍ସ୍ଟ ପଗ୍ଭଶ ଶକେଲ ରୂପା ଦବେ ଓ ସେ ତାହାକକ୍ସ୍ଟ ଭ୍ରଷ୍ଟ କରିବାରକ୍ସ୍ଟ ସେ ତାହାର ଭାର୍ୟ୍ଯା ହବେ। ସହେି ପୁରୁଷ ତାହାକକ୍ସ୍ଟ ୟାବଜ୍ଜୀବନ ତ୍ଯାଗ କରିପାରିବ ନାହିଁ।
ଦେଖ, ଏଠା ରେ ମାରେ ଝିଅ, ଯେ କି କକ୍ସ୍ଟମାରୀ ଅଛି। ଏବଂ ଏହିଠା ରେ ତା'ର ଉପପତ୍ନୀ ଅଛି। ମୁ ସମାନଙ୍କେୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହାହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ଯ କାର୍ୟ୍ଯ କରନାହିଁ।