Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 19:24 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 19:24 · ଓଡ଼ିଆ ବାଇବେଲ

ଦେଖ, ଏଠା ରେ ମାରେ ଝିଅ, ଯେ କି କକ୍ସ୍ଟମାରୀ ଅଛି। ଏବଂ ଏହିଠା ରେ ତା'ର ଉପପତ୍ନୀ ଅଛି। ମୁ ସମାନଙ୍କେୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହାହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ଯ କାର୍ୟ୍ଯ କରନାହିଁ।

Cross references

ଆଦି ପୁସ୍ତକ 19:8

ଦେଖ, ମାରଦେୁଇଟି କୁମାରୀ କନ୍ଯା ଅଛନ୍ତି। ମୁଁ ସମାନଙ୍କେୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭମାନେେ ଯାହା ଇଛା ସମାନଙ୍କେୁ ପ୍ରତି କର। କିନ୍ତୁ ସହେି ଲୋକମାନଙ୍କୁ କିଛି କର ନାହିଁ। ସମାନେେ ମାେ ଗୃହ ରେ ଅତୀଥି ଥିବାରୁ ମୁଁ ସମାନଙ୍କେୁ ସୁରକ୍ଷା ଦବେି।

ଆଦି ପୁସ୍ତକ 34:2

ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା।

ଦିତୀୟ ବିବରଣ 21:14

ଯବେେ ତାହା ଉପରେ ତୁମ୍ଭେ ସନ୍ତକ୍ସ୍ଟଷ୍ଟ ନକ୍ସ୍ଟହଁ, ତବେେ ତୁମ୍ଭେ ତାକକ୍ସ୍ଟ ଛାଡପତ୍ର ଦବେ ଏବଂ ତା'ର ଇଚ୍ଛା ଅନକ୍ସ୍ଟସା ରେ ତାକକ୍ସ୍ଟ ୟିବାକକ୍ସ୍ଟ ଦବେ। ମାତ୍ର ଟଙ୍କା ବିନିମଯ ରେ ତାକକ୍ସ୍ଟ କାହାକକ୍ସ୍ଟ ବିକିବ ନାହିଁ। ତୁମ୍ଭେ ତାପ୍ରତି ଦାସୀପରି ବ୍ଯବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ।

ରୋମୀୟଙ୍କ ପ୍ରତି ପତ୍ର 3:8

ଏହି ସମାନ କଥା କହିବା ହେଲା, ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା' ଦ୍ବାରା ଭଲ ଆସିବ। ଅନକେ ଲୋକ ଆମ୍ଭକୁ ସମାଲୋଚ଼ନା କରନ୍ତି ଓ ମିଛ ରେ କୁହନ୍ତି ଯେ ଆମ୍ଭେ ସହେି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସମାନେେ ଠିକ୍ ନୁହଁନ୍ତି ଓ ସମାନଙ୍କେୁ ଦଣ୍ଡ ଦବୋ ଉଚ଼ିତ।

Interlinear

Choose Theme