ତବେେ ଆଉ ନିରୀହ ଲୋକ କହେି ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ମୃତକ୍ସ୍ଟ୍ଯ ବରଣ କରିବେ ନାହିଁ। ଏବଂ ତୁମ୍ଭମାନେେ ନିରୀହମାନଙ୍କର ରକ୍ତପାତ ରେ ଦୋଷୀ ହବେ ନାହିଁ।
Cross references
ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ଯାକାରୀର ମୃତ୍ଯୁ ବ୍ଯତୀତ କୌଣସି ପ୍ରକାର ପ୍ରାପ୍ଯ ଦେଶର ପାପକୁ ଧୋଇ ପାରିବ ନାହିଁ।
ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧ ହେଲେ। ପକ୍ସ୍ଟଣି ମୁ ଯେପରି ୟର୍ଦ୍ଦନ ପାର ହାଇେ ନ ୟିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦବେେ, ସହେି ଉତ୍ତମ ଦେଶ ରେ ମୁ ଯେପରି ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ।
ତୁମ୍ଭମାନେେ ତା'ପାଇଁ ଦକ୍ସ୍ଟଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧି ଲୋକକୁ ହତ୍ଯାକରି ପାପ କରିଛି। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ନିରୀହମାନଙ୍କର ରକ୍ତପାତ ଦୋଷରକ୍ସ୍ଟ ମକ୍ସ୍ଟକ୍ତି ପାଇବା ଉଚିତ୍। ତାହାହେଲେ କବଳେ ତୁମ୍ଭମାନଙ୍କର ମଙ୍ଗଳ ହବେ।
ଧରାଯାଉ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭମାନଙ୍କ ଅଧିକାରାର୍ଥେ ସହେି ଦେଶ ରେ ଯେଉଁ କ୍ଷତେ ଦଇେଛନ୍ତି, ସହେି ଭୂମିର କ୍ଷେତ୍ର ମଧିଅରେ ଯବେେ କୌଣସିଠା ରେ ଏକ ମୃତ ଶରୀର ମିଳେ, ତାକକ୍ସ୍ଟ ହତ୍ଯା କରିଥିବା ଲୋକ ଯଦି ଜଣା ନଥାଏ।
ତୁମ୍ଭମାନେେ ଖକ୍ସ୍ଟବ୍ଶିଘ୍ର ପ୍ରବେଶ କରିବ, ସହେି ଦେଶ ରେ ଯାହା ତୁମ୍ଭର ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦବେେ। ତୁମ୍ଭମାନେେ ସଠାେରେ ବାସ କରିବ।
ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।
ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'
କାରଣ ମନଃଶି ବହୁ ନୀରିହ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯାକରି ସମାନଙ୍କେ ରକ୍ତ ରେ ୟିରୁଶାଲମ୍କୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସହେି ପାପ ପାଇଁ କ୍ଷମା କରିବେ ନାହିଁ।
ଯେଉଁ ବିଚାରକଗଣ ଭଲ ଲୋକମାନଙ୍କୁ ନ୍ଯାଯ ଦିଅନ୍ତି ନାହିଁ, ସମାନେେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସମାନଙ୍କେୁ ମରଣର ଆରୋପ କର।
ଅହଙ୍କାର ଦୃଷ୍ଟି, ମିଥ୍ଯାବାଦୀ ଜିହ୍ବା, ନିର୍ଦ୍ ଦୋଷର ରକ୍ତପାତକାରୀ ହସ୍ତ।
ସମାନଙ୍କେର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସମାନେେ ନିର୍ଦ୍ ଦୋଷ ରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସମାନଙ୍କେର ଚିନ୍ତାସବୁ ଅଧର୍ମର ଚିନ୍ତା। ସମାନଙ୍କେ ପଥରେ ଧ୍ବଂସ ଓ ବିନାଶ ଥାଏ।
ତୁମ୍ଭମାନେେ ଯଦି ବିଦେଶୀ, ଅନାଥ ଓ ବିଧବା ପ୍ରତି ଉଚିତ୍ ବ୍ଯବହାର କରିବ, ଯଦି ତୁମ୍ଭମାନେେ ଏ ସ୍ଥାନ ରେ ନିର୍ଦ୍ ଦୋଷ ମାନଙ୍କୁ ହତ୍ଯା ନ କରିବ, ଯଦି ତୁମ୍ଭମାନେେ ଆପଣାର କ୍ଷତି ନିମନ୍ତେ ଅନ୍ୟ ଦବେତାମାନଙ୍କୁ ଅନୁସରଣ ନ କର,
ମିଶର ଗୋଟିଏ ନିର୍ଜନ ସ୍ଥାନ ହବେ ଏବଂ ଶୂନ୍ଯ ମରୁଭୂମି ହବେ। କାରଣ ସମାନେେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହାଇେଥିଲେ। ସମାନେେ ସହେି ଦେଶର ନିରୀହ ଲୋକମାନଙ୍କୁ ହତ୍ଯା କରିଥିଲେ।
ତେଣୁ ସହେି ନାବିକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଆମ୍ଭମାନେେ ୟୂନସକୁ ସମୁଦ୍ର ମଧ୍ଯକୁ ପକାଉଛୁ କାରଣ ସେ ବହୁ ମନ୍ଦକାର୍ୟ୍ଯ କରିଛି। ଏଥିପାଇଁ ଆମ୍ଭକୁ ଦୋଷୀ କର ନାହିଁ, ସତେ ଯେପରି ଆମ୍ଭେ ଏକ ନିରୀହ ବ୍ଯକ୍ତିକୁ ବଧ କରୁଅଛୁ। ପୁଣି ନିରୀହ ବ୍ଯକ୍ତିର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପ ରେ ବର୍ତ୍ତାଅ ନାହିଁ। ଆମ୍ଭମାନେେ ଜାଣୁ ତୁମ୍ଭେ ସଦାପ୍ରଭୁ ଅଟ ଏବଂ ତୁମ୍ଭେ ଯାହା ଗ୍ଭହିଁବ ତାହା କରିବ। କିନ୍ତୁ ଆମ୍ଭମାନଙ୍କ ପ୍ରତି ସଦଯ ହୁଅ।
ସେ କହିଲେ, ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦବୋପାଇଁ ତୁମ୍ଭ ହାତ ରେ ଧ ରଇେ ଦଇେଛି।