Home Bibles ଦିତୀୟ ବିବରଣ 19:13 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 19:13 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ତା'ପାଇଁ ଦକ୍ସ୍ଟଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧି ଲୋକକୁ ହତ୍ଯାକରି ପାପ କରିଛି। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ନିରୀହମାନଙ୍କର ରକ୍ତପାତ ଦୋଷରକ୍ସ୍ଟ ମକ୍ସ୍ଟକ୍ତି ପାଇବା ଉଚିତ୍। ତାହାହେଲେ କବଳେ ତୁମ୍ଭମାନଙ୍କର ମଙ୍ଗଳ ହବେ।

Cross references

ଆଦି ପୁସ୍ତକ 9:6

ପରମେଶ୍ବର ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ତିଆରି କରିଛନ୍ତି। ତେଣୁ ଯେ କହେି ମନୁଷ୍ଯକୁ ହତ୍ଯା କରିବ ସେ ନିଶ୍ଚିତ ଅନ୍ୟ ମନୁଷ୍ଯ ଦ୍ବାରା ମରାୟିବ।

ଲେବୀୟ ପୁସ୍ତକ 24:17

ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ଯା କରେ ସେ ନିଶ୍ଚଯ ହତ ହବେ।

ଲେବୀୟ ପୁସ୍ତକ 24:21

ଜଣେ ଯଦି ପଶୁ ବଧ କରେ, ତବେେ ସେ ତାହାର ପରିଶାଧେ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ଯା କରେ, ତବେେ ସେ ହତ ହବେ।

ଗଣନା ପୁସ୍ତକ 35:31

ଆହୁରି ମୃତ୍ଯୁଦଣ୍ତ ରେ ଦଣ୍ତିତ ନରହତ୍ଯାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ଯ ଗ୍ରହଣ କରାୟାଇ ନପା ରେ। ତାକୁ ନିଶ୍ଚିତ ଭାବରେ ହତ୍ଯା କରାୟିବ।

ଗଣନା ପୁସ୍ତକ 35:33

ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ଯାକାରୀର ମୃତ୍ଯୁ ବ୍ଯତୀତ କୌଣସି ପ୍ରକାର ପ୍ରାପ୍ଯ ଦେଶର ପାପକୁ ଧୋଇ ପାରିବ ନାହିଁ।

ଦିତୀୟ ବିବରଣ 7:2

ୟ ତବେଳେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସମାନଙ୍କେୁ ପରାସ୍ତ କରିବ। ତୁମ୍ଭେ ସମାନଙ୍କେ ସହିତ କୌଣସି ସନ୍ଧି କରିବ ନାହିଁଅଥବା ଦୟା ଦଖାଇବେ ନାହିଁ। ତୁମ୍ଭେ ସମାନଙ୍କେୁ ସଂପୂର୍ଣରୂପେ ଧ୍ବଂସ କରିବ।

ଦିତୀୟ ବିବରଣ 7:16

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତ ରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସମାନଙ୍କେୁ ଗ୍ରାସ କରିବ। ତୁମ୍ଭର ଚକ୍ଷକ୍ସ୍ଟ ସମାନଙ୍କେୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସମାନଙ୍କେ ଦବଗେଣକକ୍ସ୍ଟ ସବୋ କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ବରୂପ ହବେ।

ଦିତୀୟ ବିବରଣ 13:8

ସହେି ବ୍ଯକ୍ତିର କଥା ତୁମ୍ଭମାନେେ ଶକ୍ସ୍ଟଣିବା ଉଚିତ୍ ନକ୍ସ୍ଟହଁ। ସମାନଙ୍କେ ପାଇଁ ଅନକ୍ସ୍ଟକଐା ଦଖାେଅ ନାହିଁ। ତାଙ୍କୁ ମକ୍ସ୍ଟକ୍ତି ଦିଅ ନାହିଁ କି ତାଙ୍କୁ ସକ୍ସ୍ଟରକ୍ଷା ଦିଅନାହିଁ।

ଦିତୀୟ ବିବରଣ 21:9

ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ନିରୀହମାନଙ୍କର ହତ୍ଯା ଜନିତ ପାପ ମାଚେନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ବରଙ୍କ ଦୃଷ୍ଟି ରେ ଯଥାର୍ଥ କାର୍ୟ୍ଯ କରିବା ଉଚିତ୍।

ଦିତୀୟ ବିବରଣ 25:12

ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦକ୍ସ୍ଟଃଖ କରିବାର କିଛି ନାହିଁ।

ଦିତୀୟ ଶାମୁୟେଲ 21:1

ଦାଉଦଙ୍କ ରାଜତ୍ବ ସମୟରେ କ୍ରମାଗତ ତିନିବର୍ଷ ଧରି ଦକ୍ସ୍ଟର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଶାଉଲ ଓ ତା'ର ହତ୍ଯାକାରୀ ବଂଶ ଯୋଗକ୍ସ୍ଟ ଏପରି ହେଉଛି। ଯେ ହତେକ୍ସ୍ଟ ସେ ଗିବିଯୋନୀଯମାନଙ୍କୁ ହତ୍ଯା କରିଥିଲା।

ଦିତୀୟ ଶାମୁୟେଲ 21:14

ଏହାପରେ ସମାନେେ ଶାଉଲଙ୍କର ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ବିନ୍ଯାମୀନ ଦେଶସ୍ଥ ସେଲା ରେ ତାହାର ପିତା କୀଶର କବର ମଧିଅରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁପରେ ପରମେଶ୍ବର ପ୍ରାର୍ଥନା ଶକ୍ସ୍ଟଣି ଦେଶପ୍ରତି ପ୍ରସନ୍ନ ହେଲେ।

ପ୍ରଥମ ରାଜାବଳୀ 2:31

ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।

ଯିହିଜିକଲ 16:5

ଏହିସବୁ କରିବା ପାଇଁ ସଠାେ ରେ କହେି ନ ଥିଲେ। ତୁମ୍ଭପ୍ରତି ଯତ୍ନ ନବୋକୁ କିମ୍ବା ଦୟା ଦଖାଇବୋ ପାଇଁ କହେି ସଠାେ ରେ ନ ଥିଲେ। ତୁମ୍ଭର ପିତାମାତା ତୁମ୍ଭକୁ ମଲୋ ପଡ଼ିଆ ରେ ଫୋପାଡ଼ି ଦଇେ ୟାଇଥିଲେ। ତୁମ୍ଭେ ଜନ୍ମ ହେଲାଠାରୁ ଘୃଣିତ ହେଲ।

Interlinear

Choose Theme