Home Bibles ☰ Books ଦିତୀୟ ବିବରଣ 14:24 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 14:24 · ଓଡ଼ିଆ ବାଇବେଲ

ଯଦି ତୁମ୍ଭେ ସହେି ସ୍ଥାନରକ୍ସ୍ଟ ଦୂର ରେ ବାସ କର ଏବଂ ସମସ୍ତ ଦ୍ରବ୍ଯ ସହିତ ସଠାେକକ୍ସ୍ଟ ୟିବାକକ୍ସ୍ଟ ସହଜ ନହକ୍ସ୍ଟଏ ଯେଉଁଠା ରେ ସେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି କାରଣ ଏହା ସହେି ସ୍ଥାନଠାରକ୍ସ୍ଟ ବହକ୍ସ୍ଟତ ଦୂର ଯେଉଁଠା ରେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ନାମ ସ୍ଥାପନ କରିବା ପାଇଁ ପସନ୍ଦ କରନ୍ତି।

Cross references

ଯାତ୍ରା ପୁସ୍ତକ 23:31

ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।

ଦିତୀୟ ବିବରଣ 11:24

ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।

ଦିତୀୟ ବିବରଣ 12:5

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।

ଦିତୀୟ ବିବରଣ 12:21

ଏହା ଯଦି ଅଧିକ ଦୂର ହକ୍ସ୍ଟଏ, ଏବଂ ତୁମ୍ଭେ ଯଦି ମାଂସ ପାଇଁ ଭୋକିଲା ହକ୍ସ୍ଟଅ, ତବେେ ତୁମ୍ଭମାନେେ ସଦାପ୍ରଭୁଙ୍କର ଦତ୍ତ ଯେ କୌଣସି ପଶକ୍ସ୍ଟର ମାଂସ ଖାଇପାରିବ। ତୁମ୍ଭମାନେେ ସହେି ପଶକ୍ସ୍ଟକକ୍ସ୍ଟ ନିଅ, ତାକକ୍ସ୍ଟ ବଧକର ଓ ନିଜ ଫାଟକ ଭିତ ରେ ଭୋଜନ କର। ମୁ ଯେପରି ଆଜ୍ଞା କଲି, ତୁମ୍ଭମାନେେ ଏପରି କରିବା ଉଚିତ୍। ତୁମ୍ଭମାନେେ ଏହି ମାଂସ ଯେଉଁଠା ରେ ବାସ କଲେ ମଧ୍ଯ ସହେିଠା ରେ ଖାଇ ପାରିବ।

Interlinear

Choose Theme