Home Bibles ଦିତୀୟ ବିବରଣ 12:31 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 12:31 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁଙ୍କର ଉପାସନା ସପରେି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକକ୍ସ୍ଟ ସଦାପ୍ରଭୁ ଘୃଣା କରନ୍ତି। ସମାନେେ ଆପଣା ଦବେତାଗଣଙ୍କ ଉଦ୍ଦେଶ୍ଯ ରେ ଆପଣାର ସନ୍ତାନମାନଙ୍କୁ ଅଗ୍ନି ରେ ଦଗ୍ଧ କରନ୍ତି।

Cross references

ଯାତ୍ରା ପୁସ୍ତକ 23:2

ତୁମ୍ଭେ ଲୋକ ଗହଳି ସହିତ ୟୋଗ ଦବୋ ଉଚିତ୍ ନୁହଁ ଏବଂ ନ୍ଯାଯକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତବେେଳେ ତୁମ୍ଭେ ନ୍ଯାଯାଳଯ ରେ ସାକ୍ଷ୍ଯ ଦିଅ।

ଲେବୀୟ ପୁସ୍ତକ 18:3

ଅତୀତ ରେ ତୁମ୍ଭମାନେେ ମିଶର ଦେଶ ରେ ବାସ କରୁଥିଲ, ସହେି ଦେଶ ରେ ସମାନେେ କଲାପରି, ତୁମ୍ଭମାନେେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦବୋକୁ ଯାଉଅଛି, ସଠାେରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁକିମ୍ବା ସମାନଙ୍କେର ପ୍ରଥା ଅନୁସରୋ ଚଳିବ ନାହିଁ।

ଲେବୀୟ ପୁସ୍ତକ 18:21

ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମାେଲକ୍ ଦବେତାର ଉଦ୍ଦେଶ୍ଯ ରେ ଉତ୍ସର୍ଗୀତ ହବୋକୁ ଦବୋ ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କ ପବିତ୍ର ନାମକୁ କଳିଷିତ ନିଶ୍ଚଯ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।

ଲେବୀୟ ପୁସ୍ତକ 18:26

ତେଣୁ ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ଓ ବିଧି ପାଳନ କରିବ। ସ୍ବଦେଶୀଯ ହେଉ ବା ବିଦେଶୀଯ ହେଉ ତୁମ୍ଭମାନେେ ଏହି ସକଳ ଘୃଣା ଯୋଗ୍ଯ କର୍ମ ମଧ୍ଯରୁ କୌଣସି କର୍ମ କରିବ ନାହିଁ।

ଲେବୀୟ ପୁସ୍ତକ 18:30

ଏଣୁ ତୁମ୍ଭମାନେେ ପୂର୍ବପରି ଘୃଣ୍ଯକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 20:2

ଆଉ ମଧ୍ଯ ତୁମ୍ଭ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ କହେି ହେଉ କିମ୍ବା ସମାନଙ୍କେ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ଯରୁ କହେି ଲୋକ ଯଦି ଆପଣା ବଂଶର କାହାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ପ୍ରଦାନ କରେ, ତବେେ ତାହାର ନିଶ୍ଚଯ ପ୍ରାଣଦଣ୍ଡ ହବେ ଓ ଦେଶୀଯ ଲୋକମାନେ ତାକୁ ପଥର ମାରି ହତ୍ଯା କରିବେ।

ଦିତୀୟ ବିବରଣ 9:5

ତୁମ୍ଭେ ଆପଣା ଧାର୍ମୀକତା ଅବା ହୃଦଯର ସରଳତା ହତେକ୍ସ୍ଟରକ୍ସ୍ଟ ସମାନଙ୍କେ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନକ୍ସ୍ଟ ହେଁ, ମାତ୍ର ଏହି ଗୋଷ୍ଠୀଯ ଲୋକମାନଙ୍କ ଦୃଷ୍ଟତାପାଇଁ ଆଉ ତୁମ୍ଭମାନଙ୍କର ପୁର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ, ଇସହାକ୍ ଓ ୟାକକ୍ସ୍ଟବଙ୍କକ୍ସ୍ଟ ଶପଥପୂର୍ବକ ଯେଉଁ ବାକ୍ଯ କହିଥିଲେ, ତାହା ସଫଳ କରିବାପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।

ଦିତୀୟ ବିବରଣ 12:4

ସହେି ଲୋକମାନେ ସମାନଙ୍କେର ଦବଗେଣଙ୍କକ୍ସ୍ଟ ସମାନେେ ପୂଜା କଲାପରି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ସହେି ଉପାସନା କରନାହିଁ।

ଦିତୀୟ ବିବରଣ 18:9

ତୁମ୍ଭମାନେେ ଯେତବେେଳେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତକ୍ସ୍ଟଲ୍ଯ ଘୃଣ୍ଯ କାର୍ଯଗୁଡିକ କରିବାକୁ ତୁମ୍ଭମାନେେ ଶିଖିବା ଉଚିତ୍ ନକ୍ସ୍ଟ ହେଁ।

ଦିତୀୟ ବିବରଣ 18:10

ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।

ଦିତୀୟ ବିବରଣ 20:18

କାରଣ ସମାନେେ ତୁମ୍ଭମାନଙ୍କୁ ଶିକ୍ଷା ଦବେେ ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବା ପାଇଁ। ସମାନେେ ତାଙ୍କ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଯେଉଁସବୁ ଭୟଙ୍କର କର୍ମମାନ କରିଛନ୍ତି, ତୁମ୍ଭମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ।

ଦିତୀୟ ରାଜାବଳୀ 3:27

ତହୁଁ ସେ ଆପଣାର ଉତ୍ତରାଧିକାରୀ ଜେଷ୍ଠପୁତ୍ରଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ୟିଏକି ପରବର୍ତ୍ତୀ ରାଜା ହାଇେଥାନ୍ତେ, ତାଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ଏଥି ରେ ଇଶ୍ରାୟେଲ ଲୋକମାନଙ୍କର ବିପର୍ୟ୍ଯସ୍ତ ବଢିଲା। ତେଣୁ ଇଶ୍ରାୟେଲୀୟମାନେ ମାୟୋବ ପରିତ୍ଯାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ।

ଦିତୀୟ ରାଜାବଳୀ 17:15

ସମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ଓ ସମାନଙ୍କେ ପିତୃଗଣଙ୍କ ସହିତ କୃତ ତାଙ୍କର ନିଯମ ଓ ସମାନଙ୍କେର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ଯସବୁ ଅଗ୍ରାହ୍ଯ କଲେ। ସମାନେେ ସଦାପ୍ରଭୁଙ୍କ ଚତାବେନୀ ଶୁଣିବାକୁ ଅମାନ୍ଯ କଲେ। ସମାନେେ ମୂଲ୍ଯହୀନ ମୂର୍ତ୍ତିଗୁଡିକୁ ଅନୁସରଣ କଲେ ପୂଜା କଲେ ଏବଂ ସମାନେେ ନିଜେ ମୂଲ୍ଯହୀନ ହାଇଗେଲେ। ସମାନେେ ତାଙ୍କ ଚତୁଃପାଶର୍‌ବ ରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସମାନଙ୍କେୁ ଆଦେଶ ଦଇେଥିଲେ, ସମାନେେ ଯାହା କରନ୍ତି ତୁମ୍ଭମାନେେ ତାହା କର ନାହିଁ। ଯାହା ସଦାପ୍ରଭୁ ସମାନଙ୍କେୁ ବାରିବାକୁ ମନା କରିଥିଲେ, ସମାନେେ ତାହା କଲେ।

ଦିତୀୟ ରାଜାବଳୀ 17:31

ଅଦ୍ଦୀଯ ଲୋକମାନେ ନିଭସ୍ ଓ ତିର୍ତ୍ତକ୍ ମିଥ୍ଯା ଦବେତାମାନଙ୍କୁ ତିଆରି କଲେ ଓ ସଂପର୍କୀଯ ଲୋକମାନେ ସଫର୍ବଯିମର ଅଦ୍ରମ୍ମଲେକ୍ ଓ ଅନମ୍ମଲେକ୍ ଦବେତାମାନଙ୍କ ଉଦ୍ଦେଶ୍ଯ ରେ ନିଜ ନିଜ ସନ୍ତାନମାନଙ୍କୁ ଦଗ୍ଧ କଲେ।

ଦିତୀୟ ରାଜାବଳୀ 21:2

ମନଃଶି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ସମ୍ମୁଖରୁ ତଡି ଦଇେଥିଲେ। ସହେିମାନଙ୍କର ଘୃଣ୍ଯକର୍ମ ସେ କଲେ।

ଦିତୀୟ ବଂଶାବଳୀ 33:2

ଯେଉଁ ବିଷଯଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସହେିସବୁ କାର୍ୟ୍ଯ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦଇେଥିଲେ, ମନଃଶି ସହେି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ।

ଦିତୀୟ ବଂଶାବଳୀ 36:14

ଆହୁରି ମଧ୍ଯ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ବସ୍ତ ହେଲେ। ସମାନେେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସହେି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ୟିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ।

ଯିରିମିୟ 7:31

ସମାନେେ ନିଜ ନିଜର ପୁତ୍ରକନ୍ଯାମାନଙ୍କୁ ଅଗ୍ନି ରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକା ରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କବେେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନ ରେ ସେ ଭାବ କବେେ ଉଦଯ ହାଇେ ନାହିଁ।

ଯିରିମିୟ 32:35

ସମାନେେ ହିନ୍ନୋମ ପୁତ୍ରର ଉପତ୍ୟକା ରେ ବାଲ୍ଦବରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସମାନେେ ମାେଲକର ଉଦ୍ଦେଶ୍ଯ ରେ ଆପଣା ପୁତ୍ର କନ୍ଯାଗଣଙ୍କୁ ଅଗ୍ନି ମଧ୍ଯଦଇେ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ଯକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦଇେ ନାହୁଁ କିଅବା ଆମ୍ଭ ମନ ରେ ତାହା ଉଦଯ ହାଇେ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସମାନେେ ଏହା କରିଛନ୍ତି।

ଯିହିଜିକଲ 20:31

ଯେତବେେଳେ ତୁମ୍ଭମାନେେ ଉପହାର ଆଣୁଛ, ନିଜ ନିଜ ସନ୍ତାନମାନଙ୍କୁ ଆଜି ପର୍ୟ୍ଯନ୍ତ ଅଗ୍ନି ରେ ଉତ୍ସର୍ଗ କରୁଛ ? ହେ ଇଶ୍ରାୟେଲର ଲୋକମାନେ, ମାଠାରୁେ ଉପଦେଶ ନବୋକୁ ତୁମ୍ଭମାନଙ୍କୁ ଅନୁମତି ଦବେି କି ? ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଜୀବିତ ଥିବାୟାଏ ତୁମ୍ଭମାନଙ୍କୁ ଉପଦେଶ କି ପରାମର୍ଶ ଦବେି ନାହିଁ।

ଯିହିଜିକଲ 23:27

କିନ୍ତୁ ମୁଁ ତୁମ୍ଭକୁ ବ୍ଯଭିଚାରିତାଠାରୁ ବନ୍ଦ କରିବି, ମୁଁ ତୁମ୍ଭର ସମସ୍ତ ଅସାର କାର୍ୟ୍ଯଗୁଡ଼ିକ ମିଶର ସହିତ ବନ୍ଦ କରିବି। ତେଣୁ ତୁମ୍ଭେ ମିଶର ପ୍ରତି ଅନାଇବ ନାହିଁ ଏବଂ ସମାନଙ୍କେୁ ଆଉ ସ୍ମରଣ କରିବ ନାହିଁ।'

ମୀଖା 6:7

ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?

Interlinear

Choose Theme