Home Bibles ଦିତୀୟ ରାଜାବଳୀ 3:27 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 3:27 · ଓଡ଼ିଆ ବାଇବେଲ

ତହୁଁ ସେ ଆପଣାର ଉତ୍ତରାଧିକାରୀ ଜେଷ୍ଠପୁତ୍ରଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ୟିଏକି ପରବର୍ତ୍ତୀ ରାଜା ହାଇେଥାନ୍ତେ, ତାଙ୍କୁ ନଇେ ପ୍ରାଚୀର ଉପରେ ହାମବେଳି ରୂପେ ଉତ୍ସର୍ଗ କଲେ। ଏଥି ରେ ଇଶ୍ରାୟେଲ ଲୋକମାନଙ୍କର ବିପର୍ୟ୍ଯସ୍ତ ବଢିଲା। ତେଣୁ ଇଶ୍ରାୟେଲୀୟମାନେ ମାୟୋବ ପରିତ୍ଯାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ।

Cross references

ଆଦି ପୁସ୍ତକ 22:2

ଏହାପରେ ପରମେଶ୍ବର କହିଲେ, ତୁମ୍ଭର ପୁତ୍ରକୁ ମାରେିଯାକୁ ନିଅ। ମାରେିଯା ରେ ତୁମ୍ଭର ଏକ ମାତ୍ର ସ୍ନହରେ ପୁତ୍ର ଇସ୍ହାକକୁ ମାେ ନିମନ୍ତେ ହାମେର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସହେି ପର୍ବତକୁ ନଇେ ସଠାେରେ ହାମବେଳି କର।

ଆଦି ପୁସ୍ତକ 22:13

ଏହାପରେ ଅବ୍ରହାମ ଏକ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମଷେ ଦେଖିଲେ, ତା'ର ଶିଙ୍ଗ ବୁଦା ରେ ବନ୍ଧା ହାଇେଥିଲା। ତେଣୁ ଅବ୍ରହାମ ସହେି ଅଣ୍ଡିରା ମଷେକୁ ଆଣି ହତ୍ଯାକଲେ ଓ ତାହାକୁ ନିଜପୁତ୍ର ବଦଳ ରେ ହାମବେଳିରେ ଉତ୍ସର୍ଗ କଲେ।

ଦିତୀୟ ବିବରଣ 12:31

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁଙ୍କର ଉପାସନା ସପରେି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକକ୍ସ୍ଟ ସଦାପ୍ରଭୁ ଘୃଣା କରନ୍ତି। ସମାନେେ ଆପଣା ଦବେତାଗଣଙ୍କ ଉଦ୍ଦେଶ୍ଯ ରେ ଆପଣାର ସନ୍ତାନମାନଙ୍କୁ ଅଗ୍ନି ରେ ଦଗ୍ଧ କରନ୍ତି।

ବିଚାରକର୍ତାମାନଙ୍କ ବିବରଣ 11:31

ମୁ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ଯୁଦ୍ଧରୁ ମୁ ନିରାପଦ ରେ ଫରେି ଆସିବି। ସହେି ସମୟରେ ମାେ ଘର ଭିତରକ୍ସ୍ଟ ପ୍ରଥମେ ୟିଏ ମାେତେ ଅଭ୍ଯର୍ଥନା କରିବା ପାଇଁ ବାହାରି ଆସିବ ସେ ତୁମ୍ଭର ହବେ। ମୁ ତାହାଙ୍କକ୍ସ୍ଟ ହାମବେଳି ରୂପେ ଉତ୍ସର୍ଗ କରିବି।

ବିଚାରକର୍ତାମାନଙ୍କ ବିବରଣ 11:39

ଦକ୍ସ୍ଟଇମାସ ଶଷେ ରେ ୟିଲ୍ଗହର କନ୍ଯା ତାଙ୍କର ପିତାଙ୍କ ନିକଟକକ୍ସ୍ଟ ଫରେି ଆସିଲେ। ୟିଲ୍ଗହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠା ରେ ଶପଥ କରିଥିଲେ। ୟିଲ୍ଗହଙ୍କର କନ୍ଯା କାହାରି ସହିତ ୟୌନ ସଂପର୍କ ରଖିଲେ ନାହିଁ। ତେଣୁ ଏହା ଇଶ୍ରାୟେଲର ଏକ ପ୍ରଥା ରୂପେ ରହିଗଲା।

ପ୍ରଥମ ଶାମୁୟେଲ 14:36

ଶାଉଲ କହିଲେ, ଗ୍ଭଲ! ଆଜି ରାତ୍ରି ରେ ପଲେଷ୍ଟୀୟମାନଙ୍କ ପଛ ରେ ୟିବା। ଆମ୍ଭେ ତାଙ୍କର ସର୍ବସ୍ବ ଲକ୍ସ୍ଟସ୍ଖନ କରିବା, ସମାନଙ୍କେୁ ହତ୍ଯା କରିବା।

ପ୍ରଥମ ରାଜାବଳୀ 20:13

ସହେି ସମୟରେ ଜଣେ ଭବିଷ୍ଯଦ୍ବକ୍ତା ଇଶ୍ରାୟେଲ ରାଜାଙ୍କ ନିକଟକୁ ଆସି କହିଲେ, ହେ ରାଜା ଆହାବ୍ ସଦାପ୍ରଭୁ ଏହା କୁହନ୍ତି, 'ତୁମ୍ଭେ ଏହି ବିପୁଳ ସୈନ୍ଯବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ବାରା ଏହାକୁ ପରାଜିତ କରାଇବି, ତାହା ହେଲେ ତୁମ୍ଭେ ମାେତେ ସଦାପ୍ରଭୁ ବୋଲି ଜାଣିବ।

ପ୍ରଥମ ରାଜାବଳୀ 20:28

ଏହି ସମୟରେ ପରମେଶ୍ବରଙ୍କ ପ୍ ରରେିତ ଜଣେ ଲୋକ ଆହାବ୍ଙ୍କୁ ଆସି କହିଲେ, ସଦାପ୍ରଭୁ କୁହନ୍ତୁ, 'ଅରାମୀଯ ଲୋକମାନେ କହିଛନ୍ତି ସଦାପ୍ରଭୁ ପ୍ରର୍ବତଗଣ ପରମେଶ୍ବର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ବର ନୁହଁନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ଯବାହିନୀକୁ ପରାସ୍ତ କରିବାକୁ ଦବେି। ଯାହା ଫଳ ରେ ମୁଁ ଯେ ପରମେଶ୍ବର ତୁମ୍ଭେ ଜାଣି ପାରିବ।'

ପ୍ରଥମ ରାଜାବଳୀ 20:43

ତା'ପରେ ଇଶ୍ରାୟେଲର ରାଜା ବିଦୀର୍ଣ୍ଣ ଓ ବ୍ଯସ୍ତତା ହାଇେ ଶମରିଯା ରେ ପହନ୍ଚିଲେ।

ଗୀତସଂହିତା 106:37

ଏପରିକି ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର ପିଲାମାନଙ୍କୁ ଅନ୍ୟ ଦବେତାଙ୍କ ନିକଟରେ ବଳି ଦେଲେ।

ଯିହିଜିକଲ 16:20

ମାେ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସହେି ପୁତ୍ର କନ୍ଯାଗଣକୁ ବଧକରି ସମାନଙ୍କେୁ ଭଣ୍ଡ ଦବେତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ୟଥେଷ୍ଟ ବେଶ୍ଯାବୃତ୍ତି କଲ ନାହିଁ କି ?

ଆମୋଷ 2:1

ସଦାପ୍ରଭୁ ଏହାହିଁ କହନ୍ତି: ବହୁ ଅପରାଧ କରିଥିବା ମାୟୋବର ଲୋକମାନଙ୍କୁ ଆମ୍ଭେ ନିଶ୍ଚଯ ଦଣ୍ତ ଦବୋ। କାରଣ ମାୟୋବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡି଼ ଚୂର୍ଣ୍ଣ ରେ ପରିଣତ କରିଥିଲେ।

ମୀଖା 6:7

ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?

Interlinear

Choose Theme