ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ସମ୍ମିଖରକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢିବେ। ତୁମ୍ଭେ ସମାନଙ୍କେୁ ଏକା ବେଳେ ବିନାଶ କରିବ ନାହିଁ, କଲେ ବନ ପଶକ୍ସ୍ଟମାନେ ତକ୍ସ୍ଟମ୍ଭ ପ୍ରତିକୂଳ ରେ ବଢି ଉଠିବେ।
Cross references
ମାତ୍ର ଏକ ବର୍ଷ ରେ ତୁମ୍ଭ ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବୋ ନାହିଁ। ତାହାହେଲେ ଦେଶ ଶୁନ୍ଯ ହାଇଯେିବଓ ତୁମ୍ଭ ପ୍ରତିକୂଳ ରେ ବନ୍ଯ ପଶୁମାନଙ୍କ ସଂଖ୍ଯା ବୃଦ୍ଧି ପାଇବ।
ଏଣୁ ଆଜି ଏହା ଜ୍ଞାତ ହକ୍ସ୍ଟଅ, ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବଯଂ ଗ୍ରାସକାରୀ ଅଗ୍ନିସକ୍ସ୍ଟରୂପ ହାଇେ ତକ୍ସ୍ଟମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସମାନଙ୍କେୁ ସଂହାର କରିବେ ଓ ସମାନଙ୍କେୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ନତ କରିବେ। ତହିଁରେ ତକ୍ସ୍ଟମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ତଡି ଦବେ ଓ ସମାନଙ୍କେୁ ଶିଘ୍ର ବିନାଶ କରିବ।
ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।