ତା'ପ ରେ ରାଜା ଦାନିୟେଲଙ୍କ ବିରୁଦ୍ଧ ରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସମାନଙ୍କେର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫା ରେ ନିକ୍ଷପେ କଲେ। ତଳେ ନପଡୁଣୁ ସିଂହମାନେ ସମାନଙ୍କେୁ ଭକ୍ଷଣ କରି ସମାନଙ୍କେର ଅସ୍ଥିଗୁଡିକୁ ଚର୍ବଣ କଲେ।
Cross references
ବିଗ୍ଭର କର୍ତ୍ତାମାନେ ନିଶ୍ଚଯ ପକ୍ସ୍ଟଙ୍ଗାନକ୍ସ୍ଟପକ୍ସ୍ଟଙ୍ଗ ଭାବରେ ତଦନ୍ତ କରିବେ। ସଠିକ ଭାବରେ ଅନକ୍ସ୍ଟସନ୍ଧାନ କରିବେ। ଆଉ ଯଦି ସମାନେେ ଦେଖିଲେ ସହେି ଲୋକ ମିଥ୍ଯା ସାକ୍ଷ୍ଯ ଦଇେଛି,
ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦବେ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପକ୍ସ୍ଟତ୍ରକକ୍ସ୍ଟ ମଧ୍ଯ ଦଣ୍ତ ଦବେ ନାହିଁ। ପ୍ରେତ୍ୟକକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।
ଏହାପରେ ଯିହାଶୂେୟ ଓ ସମଗ୍ର ଇଶ୍ରାୟେଲ ସରହରେ ପକ୍ସ୍ଟତ୍ର ଆଖନକକ୍ସ୍ଟ ଓ ତା'ର ପକ୍ସ୍ଟତ୍ର ଓ କନ୍ଯାମାନଙ୍କୁ ଓ ତା'ର ଗୋରୁଗାଈ, ଗଧ ଓ ମେଣ୍ତା ଓ ତମ୍ବୁ ସର୍ବସ୍ବ ଯଥା ରୂପା, ସକ୍ସ୍ଟନା ଓ କୋଟକକ୍ସ୍ଟ ଆଖୋର ଉପତ୍ୟକାକକ୍ସ୍ଟ ଆଣିଲେ।
ମାତ୍ର, ସେ ହତ୍ଯାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମାଶାଙ୍କେର ବ୍ଯବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହାଇେଛି ଯେ, ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହବେେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ଯୁଦଣ୍ତ ପାଇବେ ନାହିଁ। ପ୍ରେତ୍ୟକକ ଲୋକ ନିଜ ପାପ ଲାଗି ଦଣ୍ତିତ ଭୋଗ କରିବ।
ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।
ୟିହୁଦୀଯମାନଙ୍କର ଶତୃ ହମ୍ମଦାଥାର ପୁତ୍ର ହାମନର ଏହି ଦଶ ପୁତ୍ରଙ୍କୁ ସମାନେେ ବଧ କଲେ। ମାତ୍ର ଲୁଟ କରିବାକୁ ସମାନେେ ଇଛା କଲନୋହିଁ।
ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସହେି ନିର୍ଦ୍ଦେଶ ଯେ କବଳେ ହାମନର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସହେି ନିର୍ଦ୍ଦେଶ ହାମନ୍ ଓ ତାର ପରିବାର ରେ ଅନିଷ୍ଟ କରାଇଲା ତେଣୁ ହାମନ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟ ରେ ଝୁଲାଗେଲ।
ପରମେଶ୍ବର ମାରେ ଶତ୍ରୁମାନଙ୍କୁ ସମାନଙ୍କେର କୁକର୍ମ ପାଇଁ ପ୍ରତି ରୋଧ କର। ପରମେଶ୍ବର, ଦଖାଇେ ଦିଅ ୟେ, ତୁମ୍ଭେ ମାେ ପାଇଁ ସତ୍ଯ ଅଟ ଏବଂ ସମାନଙ୍କେୁ ଧ୍ବଂସ କର।
ଜଣେ ଧାର୍ମିକ ମନୁଷ୍ଯ ସମସ୍ଯାରୁ ରକ୍ଷା ପାଏ ଏବଂ ତା ବଦଳ ରେ ଏହା ଦୁଷ୍ଟ ମନୁଷ୍ଯ ଉପରକୁ ଆ ସେ।
ମୁଁ ସାହାୟ୍ଯ ପାଇଁ ପ୍ରଭାତ ପର୍ୟ୍ଯନ୍ତ କ୍ରନ୍ଦନ କଲି। ଯେପରି ସିଂହା ମାରେ ଅସ୍ଥିସବୁ ଚୂର୍ଣ୍ଣ କରୁଅଛି। ଏକ ଦିବାରାତ୍ର ସ୍ବଳ୍ପ ସମୟ ମଧିଅରେ ତୁମ୍ଭେ ମାେତେ ଶଷେ କରିବ।
ରାଜା ଆଜ୍ଞା କଲା ବେଳେ ଅତ୍ଯନ୍ତ କୋର୍ଧିତ ଥିଲେ ଓ ଅଗ୍ନିକୁଣ୍ତକୁ ଅତିଶଯ ଉତ୍ତପ୍ତ କରା ୟାଇଥିଲା। ତେଣୁ ଶଦ୍ରକ, ମୈଶକ୍ ଏବଂ ଅବେଦ୍-ନଗୋ ରେ ଫିଙ୍ଗିବାକୁ ୟାଇଥିବା ସୈନ୍ଯମାନେ ଅଗ୍ନି ଶିଖା ଦ୍ବାରା /E ମଲେ।