Home Bibles ☰ Books ଏଷ୍ଟର ବିବରଣ 9:25 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 9:25 · ଓଡ଼ିଆ ବାଇବେଲ

ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସହେି ନିର୍ଦ୍ଦେଶ ଯେ କବଳେ ହାମନର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସହେି ନିର୍ଦ୍ଦେଶ ହାମନ୍ ଓ ତାର ପରିବାର ରେ ଅନିଷ୍ଟ କରାଇଲା ତେଣୁ ହାମନ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟ ରେ ଝୁଲାଗେଲ।

Cross references

ପ୍ରଥମ ଶାମୁୟେଲ 25:39

ଦାଉଦ ଶୁଣିଲେ ଯେ ନାବଲ ମୃତକ୍ସ୍ଟ୍ଯବରଣ କରିଛି। ଦାଉଦ କହିଲେ, ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମାେ ବିଷଯ ରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମାେତେ ସାହାୟ୍ଯ କଲେ। ସଦାପ୍ରଭୁ ମାେତେ ମନ୍ଦକାର୍ୟ୍ଯ କରିବାରକ୍ସ୍ଟ କ୍ଷାନ୍ତ କଲେ। ସଦାପ୍ରଭୁ ତା'ର ମୃତକ୍ସ୍ଟ୍ଯର କାରଣ ହେଲ, କାରଣ ସେ କକ୍ସ୍ଟକର୍ମ କରିଥିଲା। ତା'ପରେ ଦାଉଦ ଅବୀଗଲକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହବୋପାଇଁ ତାଙ୍କୁ ପଚାରିଲେ।

ପ୍ରଥମ ରାଜାବଳୀ 8:32

ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତବେେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସଇେ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଦେଶ ତବେେ, ତା'ର ଧାର୍ମିକତା ଅନୁୟାଯୀ ତାକୁ ପୁରସ୍ତୁତ କର।

ଏଷ୍ଟର ବିବରଣ 7:5

ଏଥି ରେ ଅକ୍ଷଶ୍ବରେଶ ରାଜା ଏଷ୍ଟର ରାଣୀକି କହିଲା, ଯେ ଏପର୍ୟ୍ଯନ୍ତ କର୍ମ କରିବାକୁ ମନ ରେ ସାହାସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠା ରେ ଅଛି?

ଏଷ୍ଟର ବିବରଣ 7:10

ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।

ଏଷ୍ଟର ବିବରଣ 9:13

ଏଷ୍ଟର କହିଲେ, ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡୁଛି, ତବେେ ଆଜି ପରି କାଲି ମଧ୍ଯ ଶୂଶନ ରେ ହେଉ। ଏବଂ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାୟାନ୍ତୁ।

ଗୀତସଂହିତା 7:16

ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି। କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।

ଗୀତସଂହିତା 7:17

ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ। ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।

ଗୀତସଂହିତା 94:23

ପରମେଶ୍ବର ସହେି ଅଧର୍ମୀ ବିଚାରକମାନଙ୍କୁ ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦବେେ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ଧ୍ବଂସ କରିବେ।

ଗୀତସଂହିତା 109:17

ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସହେି ମନ୍ଦ, ସମାନଙ୍କେ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରଇଯୋଉ।

ଗୀତସଂହିତା 140:9

ହେ ସଦାପ୍ରଭୁ, ମାରେ ଶତ୍ରୁମାନଙ୍କୁ ବିଜଯ କରାଅ ନାହିଁ। ସହେି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ। ସମାନଙ୍କେ ମନ୍ଦ ଯୋଜନା ତୁମ୍ଭେ ସହେିଠାରେ ଶଷେ କର।

ଗୀତସଂହିତା 141:10

ଦୁଷ୍ଟମାନେ ନିଜନିଜ ଜାଲରେ ପଡ଼ନ୍ତୁ। ସହେି ଅବସରରେ ମୁଁ ରକ୍ଷା ପାଏ।

ହିତୋପଦେଶ 5:22

ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ି ରେ ବନ୍ଧା ହବେ।

ହିତୋପଦେଶ 26:27

ଯେ ଗାତ ଖୋଳେ, ସେ ଆପେ ହିଁ ସହେି ଗାତ ରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା ଉପରକୁ ଲେଉଟି ଥାଏ।

ଓବଦିୟ 1:15

ସବୁଦେଶ ପ୍ରତି ସଦାପ୍ରଭୁଙ୍କ ଦିନ ଆସି ଯାଉଛି। ତୁମ୍ଭମାନେେ ଯେଉଁସବୁ ମନ୍ଦକାର୍ୟ୍ଯ କରିଥିଲ, ତାହା ତୁମ୍ଭମାନଙ୍କ ପକ୍ଷ ରେ ଘଟିବ। ସହେି ଏକା ପ୍ରକାର ମନ୍ଦ ଜିନିଷ ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫରେି ଆସିବ।

Interlinear

Choose Theme