Home Bibles ଦାନିଏଲ 4:25 · ଓଡ଼ିଆ ବାଇବେଲ
ଦାନିଏଲ 4:25 · ଓଡ଼ିଆ ବାଇବେଲ

ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।

Cross references

ଆୟୁବ ପୁସ୍ତକ 30:3

ସମାନେେ ମଲା ମଣିଷ ଭଳି। ସମାନେେ ଖାଦ୍ୟ ବିନା ଅନାହାର ରେ ସଢ଼ଛନ୍ତି। ବାଧ୍ଯ ହାଇେ ମରୁଭୂମିର ଶୁଖିଲା ଧୂଳି ରେ ପଟେ ପୁରାଉଛନ୍ତି।

ଗୀତସଂହିତା 75:7

ପରମେଶ୍ବର ବିଚାରକର୍ତ୍ତା ଅଟନ୍ତି ଏବଂ ପରମେଶ୍ବର ନିଷ୍ପତ୍ତି ନବେେ କିଏ ୟେ ମହାନ୍ ହବେ। ପରମେଶ୍ବର ହିଁ ୟେ କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିପାରନ୍ତି।

ଗୀତସଂହିତା 83:18

ଏହାପରେ ସମାନେେ ଜାଣିବେ ୟେ ୟାହାର ନାମ ୟି ହାବୋ, ତୁମ୍ଭେ ପ୍ରକୃତରେ, ସମୁଦାଯ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ବର ଅଟ।

ଗୀତସଂହିତା 106:20

ସହେି ଲୋକମାନେ ମହିମାନ୍ବିତ ପରମେଶ୍ବରଙ୍କର ଏକ ତୃଣଭକ୍ଷଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବପୋର କଲେ।

ଯିରିମିୟ 27:5

ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ବାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ଯ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ବଇଚ୍ଛା ରେ ଯାହାକୁ ଉଚିତ ମନେ କରିବୁ, ଏହା ଦଇପୋରିବୁ।

ଦାନିଏଲ 2:21

ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।

ଦାନିଏଲ 4:17

ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।

ଦାନିଏଲ 4:32

ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।

ଦାନିଏଲ 5:21

ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।

ମାର୍କଲିଖିତ ସୁସମାଚାର 5:3

ସେ ଲୋକଟି କବର ମଧିଅରେ ରହୁଥିଲା। ତାହାକୁ କହେି ହେଲେ ବାନ୍ଧି ପାରୁ ନଥିଲେ। ଏପରିକି ଶିକୁଳି ରେ ମଧ୍ଯ ତାକୁ ବାନ୍ଧି ପାରୁ ନଥିଲେ।

Interlinear

Choose Theme