ଆମୋଷ 2:16 · ଓଡ଼ିଆ ବାଇବେଲ
ସହେି ସମୟରେ ସାହାସୀ ସୈନ୍ଯମାନେ ଉଲଗ୍ନ ଦୌଡି ପଳାଇବେ। ସଦାପ୍ରଭୁ ଏହି କଥା କୁହନ୍ତି।
Cross references
ବିଚାରକର୍ତାମାନଙ୍କ ବିବରଣ 4:17
କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।
ଦିତୀୟ ରାଜାବଳୀ 7:8
ଏହାପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସମାନେେ ସହେି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସମାନଙ୍କେ ପାଇଁ ନଇଗେଲେ ଏବଂ ପଳାଇଲେ ଏବଂ ସହେି ଜିନିଷଗୁଡିକୁ ଲୁଗ୍ଭଇ ରଖିଲେ। ତା'ପରେ ଶିବିରକୁ ଫରେିଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ଯ ନଇୟୋଇ ତାକୁ ଲୁଗ୍ଭଇ ରଖିଲେ।
ଯିରିମିୟ 48:41
ମାୟୋବ ଅଧିକୃତ ହବେ, ତା'ର ଦୃଢ଼ ଦୁର୍ଗସବୁ ହସ୍ତଗତ ହବେ। ଆଉ ସେତବେେଳେ ମାୟୋବର ବୀର ସୈନିକମାନଙ୍କର ଅନ୍ତଃକରଣ ପ୍ରସବ ବଦନୋଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହବେ।
ମାର୍କଲିଖିତ ସୁସମାଚାର 14:52
ସେ ଲୁଗାକୁ ଖସାଇ ଦଲୋ ଓ ଉଲଗ୍ନ ହାଇେ ଦୌଡି ପଳାଇଲା।