ଏହାପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସମାନେେ ସହେି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସମାନଙ୍କେ ପାଇଁ ନଇଗେଲେ ଏବଂ ପଳାଇଲେ ଏବଂ ସହେି ଜିନିଷଗୁଡିକୁ ଲୁଗ୍ଭଇ ରଖିଲେ। ତା'ପରେ ଶିବିରକୁ ଫରେିଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ଯ ନଇୟୋଇ ତାକୁ ଲୁଗ୍ଭଇ ରଖିଲେ।
Cross references
ମୁ ଲକ୍ସ୍ଟଟିତ ଦ୍ରବ୍ଯ ମଧିଅରେ ଖଣ୍ତିଏ ସକ୍ସ୍ଟନ୍ଦର ବାବିଲୀଯ କୋଟ ଓ 200 ଶକେଲ ରୂପା ଓ ଏକ ପାଉଣ୍ତ ଓଜନର ସକ୍ସ୍ଟନାମକ୍ସ୍ଟଣ୍ତା ଦେଖି ଲୋଭ କରି ତାହା ନଲେି। ଏବଂ ସଗେୁଡିକୁ ମାେ ତମ୍ବୁ ମଧିଅରେ ପୋତି ଅଛି। ଆଉ ରୂପା ତହିଁ କୋଟ ତଳେ ଅଛି।
ଗି ହଜେୀ ଉପପର୍ବତ ନିକଟରେ ପହଞ୍ଚି ସମାନଙ୍କେଠାରୁ ସମସ୍ତ ଦ୍ରବ୍ଯ ନଇେ ଗୃହ ଭିତ ରେ ଲୁଚାଇ ରଖିଲେ ଓ ସହେି ଦୁଇଜଣ ଦାସଙ୍କୁ ବିଦାଯ ଦବୋରୁ ସମାନେେ ଗ୍ଭଲିଗଲେ।
ମାତ୍ର ସମାନଙ୍କେ ମଧ୍ଯରୁ ଦଶଜଣ ଇଶମାଯଲକେୁ କହିଲେ, ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ୟବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷତେ ରେ ଲୁଚାଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦବେି। ତେଣୁ ଇଶମାଯଲେ ସମାନଙ୍କେୁ ମାରିବାରୁ ବିରତ ହେଲେ।
ସ୍ବର୍ଗରାଜ୍ଯ ଜମି ରେ ପୋତା ହାଇେଥିବା ଧନଭଣ୍ଡର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସହେି ଧନକୁ ଜମି ଭିତ ରେ ପୋତି ଦଲୋ। ସେ ବହୁତ ଖୁସି ହାଇଗେଲା। ସେ ସଠାରୁେ ଯାଇ ତା ପାଖ ରେ ଯାହା ସବୁ ଥିଲା, ସବୁତକ ବିକି ସହେି ଜମିଟି କିଣିଲା।
କିନ୍ତୁ ଯେଉଁ ଲୋକଟି କବଳେ ଗୋଟିଏ ମାତ୍ର ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ଯାଇ ତା' ମାଲିକର ଧନକୁ ନଇେ ମାଟି ରେ ଗୋଟିଏ ଗାତ ଖାେଳି ସେଥିଲେ ଲୁଚାଇ ରଖିଲା।