Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 7:21 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 7:21 · ଓଡ଼ିଆ ବାଇବେଲ

ତାହାଙ୍କୁ ବାହା ରେ ପକାଇ ଦବୋ ବେଳେ ଫାରୋଙ୍କର କନ୍ଯା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ।

Cross references

ଯାତ୍ରା ପୁସ୍ତକ 2:2

ସହେି ସ୍ତ୍ରୀଲୋକ ଜଣଙ୍କ ଗର୍ଭବତୀ ହାଇେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସହେି ପୁତ୍ର ବହୁତ ସୁନ୍ଦର ହଇେଛି। ତେଣୁ ସେ ତାଙ୍କୁ ତିନିମାସ କାଳ ଲୁଚାଇ ରଖିଲେ।

ଦିତୀୟ ବିବରଣ 32:26

ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।

ଏବ୍ରୀ 11:24

ମାଶାେ ବଡ଼ ହାଇେ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହବୋ ପାଇଁ ମନା କଲେ।

Interlinear

Choose Theme