Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 3:9 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 3:9 · ଓଡ଼ିଆ ବାଇବେଲ

ସମସ୍ତେ ତାହାକୁ ଚାଲିବାର ଓ ଇଶ୍ବରଙ୍କର ପ୍ରଶଂସା କରିବାର ଦେଖିଲେ।

Cross references

ମାର୍କଲିଖିତ ସୁସମାଚାର 2:11

ମୁଁ ତୁମ୍ଭକୁ କହୁଛି , ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।

ଲୂକଲିଖିତ ସୁସମାଚାର 13:17

ଯୀଶୁ ଏକଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସମାନେେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ମାନ କଲେ, ତାକୁ ଦେଖି ସବୁ ଲୋକ ଖୁସି ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:16

ସମାନେେ କହିଲେ, ଏ ଲୋକମାନଙ୍କ ପ୍ରତି ଆମ୍ଭେ କ'ଣ କରିବା? ୟିରୁଶାଲମର ପ୍ରେତ୍ୟକକ ଲୋକ ଜାଣିଛନ୍ତି ଯେ, ସମାନେେ ଗୋଟିଏ ଅସାଧାରଣ କାର୍ୟ୍ଯ କରିଛନ୍ତି। ଆମ୍ଭେ ଏହା ଅସ୍ବୀକାର କରିପାରିବା ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:21

ତେଣୁ ସେ ସମାନଙ୍କେୁ ଆଉ ଥରେ ଭୟ ଦଖାଇେଲେ ଏବଂ ସମାନଙ୍କେୁ ମୁକ୍ତ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:11

ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାଅନିଆ ଭାଷା ରେ ଖୁବ୍ ଜାରେ ରେ କହିଲେ, ଦବେତାମାନେ ମନୁଷ୍ଯ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।

Interlinear

Choose Theme