ରେରିତମାନଙ୍କ କାର୍ଯ୍ୟର ବିବରଣ 14:11 · ଓଡ଼ିଆ ବାଇବେଲ
ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାଅନିଆ ଭାଷା ରେ ଖୁବ୍ ଜାରେ ରେ କହିଲେ, ଦବେତାମାନେ ମନୁଷ୍ଯ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 8:10
ତେଣୁ ସାନ ଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ଶିମାନଙ୍କେ ପ୍ରତି ଧ୍ଯାନ ଦେଲେ। ଲୋକେ କହିଲେ, ଏହି ଲୋକଠା ରେ ପରମେଶ୍ବରଙ୍କ ଶକ୍ତି ଅଛି। ଯାହାକୁ କି 'ମହାନ ଶକ୍ତି' ବୋଲି କୁହାୟାଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 12:22
ଲୋକମାନେ ପାଟିକରି କହିଲେ, ଏହା ଦବେତାର ସ୍ବର, ମନୁଷ୍ଯର ନୁହେଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 28:6
ଲୋକେ ଆଶା କରିଥିଲେ ସେ ଫୁଲି ୟିବା ବା ତଳେ ପଡ଼ି ମରିୟିବ। କିନ୍ତୁ ବହୁତ ସମୟ ପରେ ମଧ୍ଯ ତାହାଙ୍କର କିଛି କ୍ଷତି ହବୋର ସମାନେେ ଦେଖିଲେ ନାହିଁ। ତେଣୁ ପାଉଲଙ୍କ ପ୍ରତି ସମାନଙ୍କେର ଧାରଣା ବଦଳିଗଲା। ତାହାଙ୍କୁ ପରମେଶ୍ବର ବୋଲି ଭାବିଲେ।