Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 3:10 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 3:10 · ଓଡ଼ିଆ ବାଇବେଲ

ଲୋକମାନେ ତାହାକୁ ଚ଼ିହ୍ନିପାରିଲେ ଯେ ଏ ସହେି ଲୋକ ୟିଏ କି ଉପାସନା ମନ୍ଦିରର 'ସୁନ୍ଦର ଫାଟକ' ପାଖ ରେ ବସି ଭିକ ମାଗୁଥିଲା। ସମାନେେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ଏହା କିପରି ସମ୍ଭବ ହେଲା, ତାହା ସମାନେେ ବୁଝିପାରୁ ନଥିଲେ।

Cross references

ଲୂକଲିଖିତ ସୁସମାଚାର 4:36

ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।

ଲୂକଲିଖିତ ସୁସମାଚାର 9:43

ସମସ୍ତ ଲୋକ ପରମେଶ୍ବରଙ୍କ ମହାନ ଶକ୍ତି ଦେଖି ଆଶ୍ଚର୍ୟ୍ଯ ହାଇଗେଲେ।

ଯୋହନଲିଖିତ ସୁସମାଚାର 5:20

ପିତା ପୁତ୍ରକୁ ପ୍ ରମେ କରନ୍ତି। ପିତା ନିଜେ କରିଥିବା ପ୍ରେତ୍ୟକକ କାର୍ୟ୍ଯ ପୁତ୍ରକୁ ଦଖାେନ୍ତି। ଏହି ରୋଗୀଟି ସୁସ୍ଥ ହାଇଗେଲା। ଆଉ ତୁମ୍ଭମାନେେ ଯେପରି ଆଶ୍ଚର୍ୟ୍ଯାନ୍ବିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦଖାଇବେେ।

ଯୋହନଲିଖିତ ସୁସମାଚାର 9:3

ଯୀଶୁ ଉତ୍ତର ଦେଲେ, ଏହା ତାର ପାପ କି ତା' ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହାଇେ ଜନ୍ମ ହାଇେଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲା ବେଳେ ଲୋକମାନଙ୍କ ଆଗ ରେ ପରମେଶ୍ବରଙ୍କ ଶକ୍ତି ପ୍ରଦର୍ଶିତ ହାଇପୋରିବ।

ଯୋହନଲିଖିତ ସୁସମାଚାର 9:18

ଯିହୂଦୀମାନେ ତଥାପି ତାହାର ସୁସ୍ଥ ହବୋ ବିଷୟ ବିଶ୍ବାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ୟ୍ଯନ୍ତ ସମାନେେ ମାଟେେ ବିଶ୍ବାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:7

ଏଥି ରେ ଯିହୂଦୀମାନେ ଆଶ୍ଚର୍ୟ୍ଯ ହାଇେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହଁନ୍ତି କି?

ରେରିତମାନଙ୍କ କାର୍ଯ୍ୟର ବିବରଣ 2:12

ସମାନେେ ସମସ୍ତେ ଆଶ୍ଚର୍ୟ୍ଯ ଓ ବିଭ୍ରାନ୍ତ ହାଇେ ପଡ଼ିଲେ। ସମାନେେ ପରସ୍ପର ଭିତ ରେ ପଚ଼ାରା ଉଚ଼ରା ହେଲେ, ଏ ସବୁ କ'ଣ ହେଉଛି?

ରେରିତମାନଙ୍କ କାର୍ଯ୍ୟର ବିବରଣ 3:2

ସମାନେେ ଉପାସନା ମନ୍ଦିର ପରିସର ମଧିଅରେ ଯାଉଥିବା ସମୟରେ ଜଣେ ଲୋକ ସଠାେରେ ଥିଲା। ସେ ଜନ୍ମରୁ ପଙ୍ଗୁ ହାଇେଥିବାରୁ ଚାଲିପାରୁ ନଥିଲେ। ସମାନେେ ତାହାକୁ ସବୁଦିନ ମନ୍ଦିରରୁ 'ସୁନ୍ଦର ଫାଟକ' ପାଖ ରେ ବ ସଇେ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:14

ସମାନେେ ଦେଖିଲେ, ସହେି େଛାଟ ଲୋକଟି ସୁସ୍ଥ ହାଇେ ପ୍ ରରେିତମାନଙ୍କ ବିରୁଦ୍ଧ ରେ କିଛି କହିପାରିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:21

ତେଣୁ ସେ ସମାନଙ୍କେୁ ଆଉ ଥରେ ଭୟ ଦଖାଇେଲେ ଏବଂ ସମାନଙ୍କେୁ ମୁକ୍ତ କଲେ।

Interlinear

Choose Theme