ଯିହୂଦୀମାନେ ତଥାପି ତାହାର ସୁସ୍ଥ ହବୋ ବିଷୟ ବିଶ୍ବାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ୟ୍ଯନ୍ତ ସମାନେେ ମାଟେେ ବିଶ୍ବାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି।
Cross references
ତେଣୁ ଲୋଟ ବାହାରକୁ ୟାଇ ତାଙ୍କର ଜ୍ବାଇଁଙ୍କୁ କହିଲେ, ଶିଘ୍ର ଏ ସହର ପରିତ୍ଯାଗ କର! ପରମେଶ୍ବର ଖୁବଶିଘ୍ର ଏହି ସହର ଧ୍ବଂସ କରିବେ। କିନ୍ତୁ ସହେି ଲୋକମାନେ ଭାବିଲେ ଲୋଟ ସମାନଙ୍କେ ସହିତ ଥଟ୍ଟା ହେଉଛନ୍ତି।
ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।
ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ବାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହାଇେଅଛି ?
କିନ୍ତୁ ଅବ୍ରହାମ ତାହାକୁ କହିଲେ, 'ନା, ଯଦି ତୁମ୍ଭ ଭାଇମାନେ ମାଶାେ ଓ ଭବିଷ୍ଯଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତବେେ ସମାନେେ ମୃତ୍ଯୁରୁ ଫରେି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ଯ ଶୁଣିବେ ନାହିଁ।'
ୟିରୂଶାଲମରୁ ଯିହୂଦୀମାନେ କେତକେ ଯାଜକ ଓ ଲବେୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। ତୁମ୍ଭେ କିଏ? ଏହା ତାହାଙ୍କୁ ପଚାରିବା ପାଇଁ ଯିହୂଦୀମାନେ ସମାନଙ୍କେୁ ପଠାଇଥିଲେ।
ତୁମ୍ଭମାନେେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ବରଙ୍କ ପାଖରୁ ଯେଉଁ ପ୍ରଶଂସା ଆ ସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁନାହଁ। ତାହାହେଲେ ତୁମ୍ଭେ ଏକଥା କିପରି ବିଶ୍ବାସ କରି ପାରିବ।
ଯିହୂଦୀ ନେତାମାନଙ୍କୁ ଭୟ କରି ତା'ର ପିତାମାନା ଏପରି କହିଲେ। ସମାନେେ ସେତବେେଳକେୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ଯକ୍ତି ଯୀଶୁଙ୍କୁ ମଶୀହ ବଲେି ସ୍ବୀକାର କରିବେ, ସମାନେେ ତାକୁ ଦଣ୍ଡ ଦବେେ ଓ ସହେି ଲୋକମାନଙ୍କୁ ସମାଜଗୃହରୁ ବାହାର କରି ଦବେେ।
ଯୀଶୁ ବହୁତ ଗୁଡିଏ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ବେ ତାହାଙ୍କୁ ବିଶ୍ବାସ କଲେ ନାହିଁ।
ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :
ଅତଏବ, ଆମ୍ଭେ ପରମେଶ୍ବରଙ୍କ ସହେି ବିଶ୍ରାମସ୍ଥଳ ରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ଯକ। ପରମେଶ୍ବରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳ ରେ ପ୍ରବେଶ କରିପାରନ୍ତି ନାହିଁ, ସହେି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭମାନେେ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ।