Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 27:2 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 27:2 · ଓଡ଼ିଆ ବାଇବେଲ

ସହେି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥସଲିେନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।

Cross references

ଲୂକଲିଖିତ ସୁସମାଚାର 8:22

ଦିନେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗୋଟିଏ ଡଙ୍ଗା ରେ ଚଢି଼ଲେ। ଯୀଶୁ ସମାନଙ୍କେୁ କହିଲେ, ଆସ, ଆମ୍ଭମାନେେ ହ୍ରଦ ଆରପାରିକି ୟିବା। ଶିଷ୍ଯମାନେ ଡଙ୍ଗା ଖାଲିେ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:9

ଆମ୍ଭେ ଏଠାରୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମସପେତାମିଆର ଲୋକମାନେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 16:9

ରାତି ରେ ପାଉଲ ଏକ ଦର୍ଶନ ପାଇଲେ। ସେଥି ରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗ ରେ ଠିଆ ହାଇେ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାୟ୍ଯ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:17

ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜାରେ ରେ କହିଲା, ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସବେକ। ସମାନେେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟ ରେ କହୁଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:1

ପାଉଲ ଓ ଶୀଲା ଆଂଫିପଲ ଓ ଆପଲ୍ଲୋନିଆ ନଗର ଦଇେ ଥସେଲନୀକୀ ନଗର ରେ ପହନ୍ଚିଲେ। ସଠାେରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:19

ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସମାନେେ ସମାନଙ୍କେର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖ ରେ ପୋଡ଼ି ପକାଇଲେ। ସମାନେେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଚ଼ାଶ ହଜାର ରେ ୗପ୍ୟମୁଦ୍ରା ମୂଲ୍ଯର ବହିଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:29

ସମ୍ପୂର୍ଣ୍ଣ ସହର ରେ ଚ଼ହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀଯା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନଇେ ସମାନେେ ଖଳେ ପଡ଼ିଆ ଆଡ଼କୁ ଦୌଡ଼ିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:4

ତାହାଙ୍କ ସହିତ ବରଯୋ ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥସେଲନୀକୀୟର ଆରିସ୍ତାର୍ଖ ଓ ସକେୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:15

ତହିଁ ଆରଦିନ ଆମ୍ଭେ ସଠାରୁେ ଜାହାଜ ରେ ଖିଅ ଉପଦ୍ବୀପ ସାମନା ରେ ଆସି ପହଞ୍ଚିଲୁ। ତା'ପରେ ଦ୍ବିତୀୟ ଦିନ ଆମ୍ଭେ ମିଳିତ ନଗର ରେ ପହଞ୍ଚିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:1

ଆମ୍ଭମାନେେ ସମାନଙ୍କେଠାରୁ ବିଦାୟ ନଲେୁ। ତା'ପରେ ଆମ୍ଭେ ସିଧା କୋସ୍ ଉପଦ୍ବୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସଠାରୁେ ରୋଦା ଉପଦ୍ବୀପକୁ ଆସିଲୁ। ପୁଣି ସଠାରୁେ ଆମ୍ଭେ ପାତାରା ରେ ପହଞ୍ଚିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:5

ସମୟ ପୁରିଗଲା ପରେ ଆମ୍ଭେ ସଠାରୁେ ବିଦାୟ ନଲେୁ। ସେତବେେଳେ ସମାନେେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ୟ୍ଯନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳ ରେ ଆଣ୍ଠୁମାଡି ପାର୍ଥନା କଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:2

ବହୁତ ଥଣ୍ଡା ଲାଗୁଥିଲା, ଦ୍ବୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦଖାଇେଲେ। ସମାନେେ ଆମ୍ଭପାଇଁ ନିଆଁ ଜଳଇେ ଆମ୍ଭକୁ ସ୍ବାଗତ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:10

ସମାନେେ ଆମ୍ଭକୁ ବହୁତ ଉପହାର ସହିତ ସମ୍ମାନ ଦେଲେ। ଆମ୍ଭେ ସଠାେରେ ତିନି ମାସ ପର୍ୟ୍ଯନ୍ତ ରହିଲୁ। ଆମ୍ଭେ ଜଳଯାତ୍ରା ରେ ବାହାରିବା ସମୟରେ ସମାନେେ ଆମ୍ଭକୁ ଆବଶ୍ଯକୀୟ ଜିନିଷମାନ ମଧ୍ଯ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:12

ଆମ୍ଭମାନେେ ସେଥି ରେ ସୁରାକୁସା ନଗରୀ ରେ ପହଞ୍ଚି ସଠାେରେ ତିନି ଦିନ ରହିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:16

ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମ ରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖ ରେ ଜଣେ ସୈନିକ ସବୁବେଳେ ଜଗି ରହିଲା।

କଲସୀୟଙ୍କ ପ୍ରତି ପତ୍ର 4:10

ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମାେ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟ ରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ବାଗତ କରିବ)।

ଫିଲୀମୋନଙ୍କ ପ୍ରତି ପତ୍ର 1:24

ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ଯ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।

Interlinear

Choose Theme