ଆମ୍ଭମାନେେ ସମାନଙ୍କେଠାରୁ ବିଦାୟ ନଲେୁ। ତା'ପରେ ଆମ୍ଭେ ସିଧା କୋସ୍ ଉପଦ୍ବୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସଠାରୁେ ରୋଦା ଉପଦ୍ବୀପକୁ ଆସିଲୁ। ପୁଣି ସଠାରୁେ ଆମ୍ଭେ ପାତାରା ରେ ପହଞ୍ଚିଲୁ।
Cross references
ଯେତବେେଳେ ବାଳକଟି ପଳାଇଗଲା, ଦାଉଦ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ପର୍ବତର ଅପରପାଶର୍ବକକ୍ସ୍ଟ ପଳାଇଲା। ଦାଉଦ ମକ୍ସ୍ଟଣ୍ତ ନକ୍ସ୍ଟଆଇଁ ଯୋନାଥନକକ୍ସ୍ଟ ତିନିଥର ପ୍ରମାଣ କଲା। ଦାଉଦ ଓ ଯୋନାଥନ ପରସ୍ପରକକ୍ସ୍ଟ ଚକ୍ସ୍ଟମ୍ବନ କଲେ। ସମାନେେ ଉଭୟ ମଧ୍ଯ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରକ୍ସ୍ଟ ଅଧିକ କାନ୍ଦିଲେ।
ଉପଦେଶ ଦଇେ ସାରିବା ପରେ ଯୀଶୁ ଶିମାନଙ୍କେୁ କହିଲେ, ଡଙ୍ଗାକୁ ଗଭୀର ଜଳକୁ ନଇେ ଚାଲ। ପାଣି ରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକଇବେ, ତବେେ କିଛି ମାଛ ଧରିବ।
ଦିନେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗୋଟିଏ ଡଙ୍ଗା ରେ ଚଢି଼ଲେ। ଯୀଶୁ ସମାନଙ୍କେୁ କହିଲେ, ଆସ, ଆମ୍ଭମାନେେ ହ୍ରଦ ଆରପାରିକି ୟିବା। ଶିଷ୍ଯମାନେ ଡଙ୍ଗା ଖାଲିେ ଦେଲେ।
ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ୟିବାପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସମାନଙ୍କେ ନିକଟରେ ସୁସମାଚ଼ାର ପହଞ୍ଚାଇବା ପାଇଁ ଆମ୍ଭକୁ ଡ଼ାକିଛନ୍ତି।
ସମାନେେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢଇେ ଧରି ଚ଼ମ୍ବନ ଦେଲେ।
ସହେି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥସଲିେନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।
ତା'ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ବୀପ ନିକଟ ଦଇେ ଜଳଯାତ୍ରା କଲୁ।
ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂର ରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସଠାେରେ ନ ଥିଲେ ମଧ୍ଯ, ଆମ୍ଭର ଚିନ୍ତାଗୁଡ଼ିକ ସଠାେରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ଯଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ଯ କରିଥିଲୁ।