ଧୀ ରଧେୀ ରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହାଇେଉଠିଲା। ସନୋଧ୍ଯକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ। ତେଣୁ ପାଉଲଙ୍କୁ ସମାନଙ୍କେ ନିକଟରୁ ନଇେଆସି ସୈନ୍ଯ ନିବାସ ଭିତରୁ ନଇେ ୟିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
Cross references
ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ।
ହେ ଲୋକମାନେ ତୁମ୍ଭେ ପରମେଶ୍ବରଙ୍କୁ ଭୁଲି ୟାଇଛ। ତଣେୁ ତୁମ୍ଭମାନେେ ଭଲଭାବେ ବୁଝିବା ଉଚିତ୍ ୟେ ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦବେି। ୟଦି ତାହା ଘଟେ ତବେେ ତୁମ୍ଭକୁ କୌଣସି ବ୍ଯକ୍ତି ଉଦ୍ଧାର କରିପାରିବେ ନାହିଁ।
ତୁମ୍ଭମାନେେ ମାେ ସନ୍ତାନମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ସମାନଙ୍କେର ଚର୍ମ କାଢି ନଇେଛ ଓ ସମାନଙ୍କେର ଅସ୍ଥିକୁ ଭାଙ୍ଗି ଦଇେଛ। ପାତ୍ର ରେ ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି ସମାନଙ୍କେ ଅସ୍ଥି ଓ ମାଂସକୁ ତୁମ୍ଭେ ଖଣ୍ତ ଖଣ୍ତ କରିଛ।
ସମାନେେ ଏହାଶୁଣି ଭୀଷଣ ରାଗିଗଲେ ଓ ଚ଼ିତ୍କାର କରି କହିଲେ, ଏଫିସୀୟମାନଙ୍କର ଆର୍ତ୍ତମେୀ ମହାଦବେୀ ମାହାନ୍ ଅଟନ୍ତି।
ପୁରା ନଗରଟା ରେ ଉତ୍ତଜେନା ସୃଷ୍ଟି ହାଇଗେଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନଇେ ଗଲେ। ସଙ୍ଗେ ସଙ୍ଗେ ଦ୍ବାର ଗୁଡ଼ିକ ବନ୍ଦ ହାଇଗେଲା।
ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।
ପାଉଲଙ୍କର ଭଣଜା ଏ ଷଡ଼ୟନ୍ତ୍ର ବିଷୟ ରେ ଶୁଣିଲେ। ସେ ସନୋମାନଙ୍କ ସୈନ୍ଯନିବାସକୁ ଯାଇ ପାଉଲଙ୍କୁ ଏ ବିଷୟ ରେ କହିଲେ।
ଯୀହୂଦୀମାନେ ଏହି ଲୋକକୁ ଧରି ନଇେ ହତ୍ଯା କରିବା ପାଇଁ ଚେ଼ଷ୍ଟା କରୁଥିଲେ। ମୁଁ ଘଟଣା ସ୍ଥଳ ରେ ସୈନ୍ଯମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି। ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ।
ତହିଁ ଆରଦିନ ପାଉଲଙ୍କୁ କାଇସରୀଆ ରେ ପହଞ୍ଚାଇବାର ଦାଯିତ୍ବ ଅଶ୍ବାରୋହୀମାନଙ୍କୁ ଦଇେ ପଦାତିକ ସୈନ୍ଯମାନେ ସୈନ୍ଯ ନିବାସକୁ ଫରେି ଆସିଲେ।
କିନ୍ତୁ ସତେିକି ବେଳେ ଆମ୍ଭେ ତାହାକୁ ଧରିନଲେୁ।
ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।
ଯଦି ତୁମ୍ଭେ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ ରେ ଈର୍ଷାଭାବ ଅଛି, ତା' ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କବଳେ ମିଛ, ଏବଂ ତାହା ସତ୍ଯକୁ ଘାଡ଼ୋଇ ଦିଏ।