Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 21:37 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 21:37 · ଓଡ଼ିଆ ବାଇବେଲ

ସନୋନିବାସକୁ ନବୋ ସମୟରେ ସନୋପତିଙ୍କୁ ପାଉଲ ପଚ଼ାରିଲେ, ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?

Cross references

ମାଥିଉଲିଖିତ ସୁସମାଚାର 10:18

ତୁମ୍ଭେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆୟିବ। ଅଣଯିହୂଦୀ ତଥା ସମାନଙ୍କେ ଆଗ ରେ ତୁମ୍ଭେ ମାେ ବିଷୟ ରେ ସାକ୍ଷୀ ହବେ।

ଲୂକଲିଖିତ ସୁସମାଚାର 21:15

ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭମାନେେ ଯାହା କହିବ, ତୁମ୍ଭର କୌଣସି ଶତୃ ତାର ଉତ୍ତର ଦଇେ ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:30

ପାଉଲ ଭିତରକୁ ୟିବାପାଇଁ ଇଚ୍ଛା କଲେ କନ୍ତୁ ଶିଷ୍ଯମାନେ ତାହାଙ୍କୁ ୟିବାକୁ ଦେଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:19

ପାଉଲ ସମାନଙ୍କେୁ ଅଭିନନ୍ଦନ ଜଣାଇଲେ। ପରମେଶ୍ବର ତାହାଙ୍କ ସବୋକାର୍ୟ୍ଯ ମାଧ୍ଯମ ରେ ଅଣଯିହୂଦୀମାନଙ୍କ ମଧିଅରେ ଯେଉଁ ସବୁ କାର୍ୟ୍ଯ କରିଛନ୍ତି, ସେସବୁ ସେ ସମାନଙ୍କେୁ ଗୋଟି ଗୋଟି କରି କହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:34

ଲୋକ ଗହଳି ଭିତରୁ ଲୋକେ ଚ଼ିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସନୋପତି ଏପରି କୋଳାହଳ ଦେଖି କାହାର କଥା ସତ୍ଯ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ଯ ନିବାସକୁ ନଇେ ୟିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପେଛ ପେଛ ଚ଼ିତ୍କାର କରି ଯାଉଥିଲେ।

Interlinear

Choose Theme