Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 19:30 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 19:30 · ଓଡ଼ିଆ ବାଇବେଲ

ପାଉଲ ଭିତରକୁ ୟିବାପାଇଁ ଇଚ୍ଛା କଲେ କନ୍ତୁ ଶିଷ୍ଯମାନେ ତାହାଙ୍କୁ ୟିବାକୁ ଦେଲେ ନାହିଁ।

Cross references

ଦିତୀୟ ଶାମୁୟେଲ 18:2

ଦାଉଦ ତାଙ୍କର ଲୋକମାନଙ୍କୁ ମାଟେ ତିନି ଭାଗ ରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀଯାଂଶ ଲୋକମାନଙ୍କ ଉପରେ ନିୟକ୍ସ୍ଟକ୍ତି ହେଲେ। ଅନ୍ୟ ଏକ ତୃତୀଯାଂଶ ଯୋୟାବର ଭାଇ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯର ଆଦେଶର ଅଧିନ ରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀଯାଂଶ ଗାଥର ଇତ୍ତଯ ଆଦେଶର ଅଧିନ ରେ ଥିଲେ।

ଦିତୀୟ ଶାମୁୟେଲ 21:17

ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଦାଉଦଙ୍କର ସାହାୟ୍ଯ କଲା ଓ ସହେି ପଲେଷ୍ଟୀୟକକ୍ସ୍ଟ ଆଘାତ କରି ବଧ କଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:14

କିନ୍ତୁ ବର୍ଣ୍ଣବ୍ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚ଼ିରି ପକାଇଲେ। ସମାନେେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ:

ରେରିତମାନଙ୍କ କାର୍ଯ୍ୟର ବିବରଣ 17:22

ପାଉଲ ଆରୟପାଗ ସଭାର ସାମନା ରେ ଠିଆ ହାଇେ କହିଲେ, ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭମାନେେ ସବୁ ବିଷୟ ରେ ଅତି ଧାର୍ମିକ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:39

ପାଉଲ କହିଲେ, ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଚ଼ାହୁଁଛି।

Interlinear

Choose Theme