Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 21:19 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 21:19 · ଓଡ଼ିଆ ବାଇବେଲ

ପାଉଲ ସମାନଙ୍କେୁ ଅଭିନନ୍ଦନ ଜଣାଇଲେ। ପରମେଶ୍ବର ତାହାଙ୍କ ସବୋକାର୍ୟ୍ଯ ମାଧ୍ଯମ ରେ ଅଣଯିହୂଦୀମାନଙ୍କ ମଧିଅରେ ଯେଉଁ ସବୁ କାର୍ୟ୍ଯ କରିଛନ୍ତି, ସେସବୁ ସେ ସମାନଙ୍କେୁ ଗୋଟି ଗୋଟି କରି କହିଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 1:17

ୟିହୂଦା ଆମ୍ଭ ଦଳ ରେ ଥିଲା ଓ ଆମ୍ଭ ସହିତ ଏକତ୍ର ସବୋ କାର୍ୟ୍ଯ କରିଥିଲା, ପବିତ୍ରଆତ୍ମା କହିଥିଲେ ଯେ ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଯିବେ ୟିହୂଦା ସମାନଙ୍କେର ନେତା ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:4

ତେଣୁ ପିତର ସମାନଙ୍କେୁ ସମସ୍ତ ଘଟଣାମାନ ବୁଝାଇ କହିଲେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 14:27

ପାଉଲ ଓ ବର୍ଣ୍ଣବ୍ବା ସଠାେରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା କିଛି କରିଥିଲେ ତାହା ସମାନଙ୍କେୁ କହିଲେ ଓ ପରମେଶ୍ବର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ବାସର ରାସ୍ତା ଖାଲିେଲେ, ତାହା ସମାନେେ ବର୍ଣ୍ଣନା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:4

ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ୟିରୂଶାଲମ ରେ ପହନ୍ଚିଲେ। ପ୍ ରରେିତ, ପ୍ରାଚ଼ୀନ ଓ ଅନ୍ୟ ବିଶ୍ବାସୀମାନେ ସଠାେରେ ସମାନଙ୍କେୁ ସ୍ବାଗତ କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା ସବୁ କରିଥିଲେ, ସେ ସବୁକଥା ସମାନେେ କହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:12

ତା'ପରେ ସମସ୍ତେ ନୀରବ ହାଇଗେଲେ। ସମାନେେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ବର ଅନ୍ୟ ଜାତୀୟମାନଙ୍କ ମଧିଅରେ ସମାନଙ୍କେ ଜରିଆ ରେ, ଯେଉଁସବୁ ଆଶ୍ଚର୍ୟ୍ଯକର୍ମ ଓ ଚ଼ିହ୍ନମାନ କହିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:24

କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।

ରୋମୀୟଙ୍କ ପ୍ରତି ପତ୍ର 15:18

ମୁଁ ନିଜେ କରିଥିବା କାର୍ୟ୍ଯ ବିଷୟ ରେ କିଛି କହିବି ନାହିଁ। ମୁଁ କବଳେ ସହେି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟୟିଶୁ ମାେ ଦ୍ବାରା କରିଛନ୍ତି ୟବ୍ଦ୍ବାରା ଅଣଯିହୂଦୀମାନେ ପରମେଶ୍ବରଙ୍କ ବାଧ୍ଯ ହବେେ। ସମାନେେ ମାେ କଥା ଓ କାର୍ୟ୍ଯ ପାଇଁ ପରମେଶ୍ବରଙ୍କୁ ମାନିଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:5

ଆପଲ୍ଲ କ'ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି ? ନା! ଆମ୍ଭେ କବଳେ ପ୍ରଭୁଙ୍କର ସବେକ ଅଟୁ। ଆମ୍ଭେ ତାହାଙ୍କଠା ରେ ବିଶ୍ବାସ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛୁ। ପ୍ରଭୁଙ୍କ ଦ୍ବାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପୂର୍ଣ୍ଣ କରିଛୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:10

କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:1

ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:12

ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ, ଜଣେ ପ୍ ରରେିତ ବୋଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି - ମୁଁ ନାନାଦି ଚିହ୍ନ, ଅଦ୍ଭୂତ ଓ ଆଶ୍ଚର୍ୟ୍ଯଜନକ କାମ ଦଖାଇେଥିଲି। ଏ ସବୁ ମୁଁ ଅନକେ ର୍ଧୈୟ୍ଯର ସହିତ କରିଥିଲି।

କଲସୀୟଙ୍କ ପ୍ରତି ପତ୍ର 1:29

ଖ୍ରୀଷ୍ଟ ମାେତେ ଦଇେଥିବା ମହାନ୍ ଶକ୍ତି ବଳ ରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମାେ ଜୀବନ ରେ କାମ କରୁଛି।

Interlinear

Choose Theme