ତା'ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ବୀପ ନିକଟ ଦଇେ ଜଳଯାତ୍ରା କଲୁ।
Cross references
ସେତବେେଳକେୁ ହ୍ରଦ ଭିତ ରେ ଡଙ୍ଗା ଅନକେ ଦୂରକୁ ଚାଲିଯାଇଥିଲା। ଢେଉ ରେ ଧକ୍କା ଖାଇ ଡଙ୍ଗଟି ଟଳମଳ ହେଉଥିଲା। ଖୁବ୍ ଜାରେ ରେ ପ୍ରତିକୂଳ ପବନ ବହୁଥିଲା।
ଯୀଶୁ ଦେଖିଲେ ଯେ ଶିଷ୍ଯମାନଙ୍କୁ ଡଙ୍ଗା ରେ ଆହୁଲା ମାରିବା ପାଇଁ ବଡ ଅସୁବିଧା ହେଉଛି। କାରଣ ସେତବେେଳେ ପବନ ତାହାଙ୍କର ବିପରୀତ ଦିଗ ରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତ ରେ ଯୀଶୁ ହ୍ରଦ ଉପରେ ଚାଲି ଚାଲି ଶିଷ୍ଯମାନଙ୍କ ପାଖକୁ ଆସିଲେ। ସେ ଶିଷ୍ଯମାନଙ୍କ ପାଖ ଦଇେ ଯେତବେେଳେ ଆଗଇେ ୟିବା ଉପରେ,
ଯୋଷଫେ ନାମ ରେ ଜଣେ ବିଶ୍ବାସୀ ଥିଲେ। ପ୍ ରରେିତମାନେ ତାହାଙ୍କୁ ବର୍ଣ୍ଣବ୍ବା ନାମ ରେ ଡ଼ାକୁ ଥିଲେ। ଏହି ନାମର ଅର୍ଥ, ସାହାୟ୍ଯକାରୀ ସେ କୁପ୍ରୀୟ ଜାତିର ଜଣେ ଲବେୀୟ ଥିଲେ।
ସ୍ତିଫାନ ମୃତ ହବୋପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ବାସୀମାନେ ଚ଼ାରିଆଡ଼େ ଛିନ୍ନଭିନ୍ନ ହାଇଗେଲେ। ସମାନଙ୍କେ ମଧ୍ଯରୁ କେତଜେଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସଠାେରେ ସମାନେେ ୟିହୁଦୀମାନଙ୍କ ବ୍ଯତୀତ ଅନ୍ୟ କାହାରି ନିକଟରେ ସୁସମାଚ଼ାର ପ୍ରଚ଼ାର କଲେ ନାହିଁ।
ବର୍ଣ୍ଣବ୍ବା ଓ ଶାଉଲ ପବିତ୍ର ଆତ୍ମାଙ୍କ ଦ୍ବାରା ପ୍ ରରେିତ ହାଇେ ସେଲୂକିଆ ନଗରକୁ ଗଲେ। ସଠାରୁେ ସମାନେେ କୁପ୍ର ଉପଦ୍ବୀପକୁ ଯାତ୍ରା କଲେ।
ଏଥିପାଇଁ ସମାନଙ୍କେ ମଧିଅରେ ଘାରେ ମତଭଦେ ହେଲା। ଏହା ଫଳ ରେ, ପାଉଲ ଓ ବର୍ଣ୍ଣବ୍ବା ପରସ୍ପରଠାରୁ ଅଲଗା ହାଇଗେଲେ। ବର୍ଣ୍ଣବ୍ବା ମାର୍କଙ୍କୁ ନଇେ ଜଳ ପଥରେ କୂପ୍ର ଉପଦ୍ବୀପକୁ ଚ଼ାଲିଗଲେ।
ଆମ୍ଭେ ଯାଇ କୁପ୍ର ଉପଦ୍ବୀପ ପାଖ ରେ ପହଞ୍ଚି ତାର ବାମ ପଟେ ସୁରିଆକୁ ଯାତ୍ରା କଲୁ। ଆମ୍ଭେ ସୋର ନଗର ରେ ଓହ୍ଲଇେଲୁ, କାରଣ ସଠାେରେ ଜାହାଜରୁ ମାଲ ଖଲାସ କରିବାକୁ ଥିଲା।
କାଇସରୀଆ ରେ ଥିବା ଯୀଶୁଙ୍କ କେତକେ ଶିଷ୍ଯ ଆମ୍ଭ ସହିତ ଆସିଲେ। ସମାନେେ ଆମ୍ଭକୁ କୁପ୍ର ଉପଦ୍ବୀପର ମନାସୋନ (ୟିଏ କି ଯୀଶୁଙ୍କ ପ୍ରଥମ ଶିଷ୍ଯମାନଙ୍କ ମଧିଅରେ ଜଣେ) ନାମକ ଜଣେ ଶିଷ୍ଯଙ୍କ ଘରକୁ ନଇଗେଲେ। ସଠାେରେ ଆମ୍ଭେ ରାତି କଟାଇବା କଥା ଥିଲା।
ଆମ୍ଭମାନେେ କିଛି ଦିନ ଧୀ ରେ ଧୀ ରେ ଯାତ୍ରା କଲୁ। ଶଷେ ରେ ବହୁତ ଅସୁବିଧା ରେ ସମ୍ମୁଖୀନ ହାଇେ କ୍ଲିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋଲୀର ନିକଟ କ୍ରୀତୀ ଦ୍ବୀପ ଉପକୂଳ ଦଇେ ଯାତ୍ରା କଲୁ।