Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 20:13 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 20:13 · ଓଡ଼ିଆ ବାଇବେଲ

ଆମ୍ଭମାନେେ ସଠାରୁେ ଜାହାଜ ରେ ଆସସ୍ ନଗରକୁ ଯାତ୍ରା କଲୁ। ସଠାରୁେ ପାଉଲଙ୍କୁ ନବୋପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗ ରେ ଚ଼ାଲି ୟିବାପାଇଁ ଇଚ୍ଛା କଲେ।

Cross references

ମାର୍କଲିଖିତ ସୁସମାଚାର 1:35

ତା'ପର ଦିନ ସକାଳେ ଯୀଶୁ ଶୀଘ୍ର ଉଠି ପଡିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡି ଗୋଟିଏ ନିଛାଟିଆ ଜାଗାକୁ ଚାଲିଗଲେ। ସଠାେରେ ସେ ପ୍ରାର୍ଥନା କଲେ।

ମାର୍କଲିଖିତ ସୁସମାଚାର 6:31

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ବହୁତ ଗହଳି ସ୍ଥାନ ରେ ଥିଲେ। ସଠାେରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେରେ ଖାଇବାକୁ ମଧ୍ଯ ଟିକିଏ ସମୟ ପାଉ ନଥିଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେ ମାେ ସହିତ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲ ଓ ସଠାେରେ ଆମ୍ଭେ ଟିକେ ବିଶ୍ରାମ ନବୋ।

ମାର୍କଲିଖିତ ସୁସମାଚାର 6:46

ଯୀଶୁ ଲୋକମାନଙ୍କୁ ବିଦାୟ ଦବୋ ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ଯ ରେ ପାହାଡ ଉପରକୁ ଗଲେ।

Interlinear

Choose Theme