Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 2:15 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 2:15 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ ସକାଳ ନ'ଟା ବାଜିଛି।

Cross references

ପ୍ରଥମ ଶାମୁୟେଲ 1:15

ହାନ୍ନା ଉତ୍ତର ଦଲୋ, ନା, ମାରେ ମହାଶୟ, ମୁ ଜଣେ ଦକ୍ସ୍ଟଃଖିନୀ ସ୍ତ୍ରୀ, ମୁ ଦ୍ରାକ୍ଷାରସ କି ମଦ୍ଯପାନ କରିନାହିଁ। ମାତ୍ର ମୁ ସଦାପ୍ରଭୁଙ୍କଠା ରେ ମାରେ ଆପଣାର ପ୍ରାଣ ବଦନୋ ଢାଳକ୍ସ୍ଟଥିଲି।

ମାଥିଉଲିଖିତ ସୁସମାଚାର 20:3

ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସଠାେରେ କେତକେ ଶ୍ରମିକଙ୍କୁ ଠିଆ ହାଇେଥିବାର ଦେଖିଲେ। ସମାନଙ୍କେ ପାଖ ରେ କିଛି କାମ ନଥିଲା।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:5

ତୁମ୍ଭେ ସମସ୍ତେ ହେଉଛ ଆଲୋକର ସନ୍ତାନ ଓ ଦିନର ସନ୍ତାନ। ଆମ୍ଭମାନେେ ରାତ୍ରି ରେ କିମ୍ବା ଅନ୍ଧକାର ରେ ନାହୁଁ।

Interlinear

Choose Theme