ସମାନଙ୍କେ ମଧ୍ଯରୁ କେତକେ ଲୋକ ପରିବର୍ତ୍ତିତ ହେଲ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ଯ ପରମେଶ୍ବରଙ୍କୁ ପୂଜା କରୁଥିବା ଅନକେ ଗ୍ରୀକ୍ ଲୋକ ଓ ଅନକେ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ଯ ସମାନଙ୍କେ ସହିତ ୟୋଗ ଦେଲେ।
Cross references
ଅ ବୋଧ ଲୋକମାନଙ୍କର ସାଙ୍ଗ ପରିତ୍ଯାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବଚେନାର ପଥରେ ଚାଲ।
ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।
ହେ ମାରେ ପ୍ରାଣର ପ୍ରିଯତମ, ତୁମ୍ଭେ କେଉଁଠା ରେ ଆପଣା ଗୋରୁଗାଈ ଚରାଉ ଅଛ। ମଧ୍ଯାହ୍ନ ରେ କେଉଁଠା ରେ ଶଯନ କରାଉ ଅଛ, ତାହା ମାେତେ ଜଣାଅ। ତୁମ୍ଭ ସାଙ୍ଗ ଗହଣ ରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀ ଲୋକପରି ହବେି ?
ଆଗୋ ନାରୀଗଣ ମଧିଅରେ ପରମ ସୁନ୍ଦରୀ। ତୁମ୍ଭର ପ୍ରିଯତମ କୁଆଡ଼େ ୟାଇଛନ୍ତି। ତୁମ୍ଭ ସଙ୍ଗେ ଆମ୍ଭମାନେେ ଯମେନ୍ତ ଖାଜେି ପାରିବା ଏଥିପାଇଁ ତୁମ୍ଭ ପ୍ରିଯତମ କେଉଁ ଆଡ଼କୁ ୟାଇଛନ୍ତି କୁହ।
ସହେି ଦିନ ରେ, ଅନକେ ଦେଶର ଲୋକମାନେ ପରମେଶ୍ବରଙ୍କ ନିକଟକୁ ଆସିବେ। ସମାନେେ ଆମ୍ଭର ଲୋକ ହବେେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ବାସ କରିବା। ସେତବେେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମାେତେ ତୁମ୍ଭ ନିକଟକୁ ପ୍ ରରଣେ କରିଛନ୍ତି।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଭବିଷ୍ଯତ ରେ ଅନକେ ସହର ରେ ବାସ କରୁଥିବା ଲୋକମାନେ ଆସିବେ।
ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, ଏ ଲୋକ ଏପରି କେଉଁଠାକୁ ୟିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ'ଣ ଗ୍ରୀକ୍ ନଗରଗୁଡିକୁ ୟିବ, ଯେଉଁଠା ରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସଠାେରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦବେ କି?
ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।
ସମସ୍ତ ବିଶ୍ବାସୀମାନେ ଏକାଠି ରହିଲେ ଏବଂ ସମାନଙ୍କେ ପାଖ ରେ ଯାହା ସବୁଥିଲା, ସେଥି ରେ ସମସ୍ତେ ଭାଗୀଦାର ହେଲେ।
ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କୁ ପାଖକୁ ଆସିଲେ। ମୁଖ୍ଯ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସମାନଙ୍କେୁ ଯାହା ସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ।
ପ୍ ରରେିତମାନଙ୍କ ଦ୍ବାରା ଲୋକମାନଙ୍କ ମଧିଅରେ ବହୁତଗୁଡ଼ିଏ ଚ଼ିହ୍ନ ଓ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରାଗଲା। ସମାନେେ ସମସ୍ତେ ଗୋଟିଏ ଉଦ୍ଦେଶ୍ଯ ରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ।
ସଭା ସମାପ୍ତ ହବୋପରେ ଅନକେ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଅନୁସରଣ କଲେ। ସମାନେେ ସମାନଙ୍କେ ସହିତ କଥାବାର୍ତ୍ତା ହାଇେ ସମାନଙ୍କେୁ ପରମେଶ୍ବରଙ୍କ ଅନୁଗ୍ରହ ରେ ସ୍ଥିର ହାଇେ ରହିବାପାଇଁ କହିଲେ।
ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।
ପାଉଲ ଓ ବର୍ଣ୍ଣବ୍ବା ଦୁ ହେଁ ଇକନିୟ ନଗର ରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସଠାେରେ ସମାନେେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ଯ ପ୍ରଚ଼ାର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନକେ ଲୋକ ବିଶ୍ବାସ କଲେ।
ନଗରର ଲୋକମାନେ ଦୁଇ ଦଳ ରେ ଭାଗ ହାଇଗେଲେ। କେତକେ ଯିହୂଦୀୟମାନଙ୍କ ପକ୍ଷ ରେ ଓ ଅନ୍ୟ ଦଳ ପ୍ ରରେିତମାନଙ୍କ ପକ୍ଷ ରେ ଥିଲେ।
ଏହାପରେ ପ୍ ରରେିତ, ପ୍ରାଚ଼ୀନ ଓ ସମଗ୍ର ମଣ୍ଡଳୀ ସମାନଙ୍କେ ମଧ୍ଯରୁ କେତକେ ଲୋକଙ୍କୁ ବାଛିଲେ। ସମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ସମାନଙ୍କେୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସମାନେେ ଯିହୁଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧିଅରେ ନେତା ଥିଲେ।
ସମାନଙ୍କେ ଆମ୍ଭେ ଯିହୁଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସମାନେେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ଯ ଏହି ସବୁ କଥା କହିବେ।
ୟିହୂଦା ଓ ଶୀଲା ଦୁ ହେଁ ମଧ୍ଯ ଭାବବାଦୀ ଥିଲେ। ସମାନେେ ଭାଇମାନଙ୍କୁ ଉତ୍ସାହ ଦଇେ ଅନକେ କଥା କହିଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।
ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନବୋପାଇଁ ବାଛିଲେ। ଆନ୍ତିୟଖିଆ ରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ବାବଧାନ ରେ ସମର୍ପଣ କରି ବିଦାୟ ଦେଲେ।
ପାଉଲ ତୀମଥିଙ୍କୁ ନିଜ ସହିତ ନବୋପାଇଁ ଇଚ୍ଛା କଲେ। ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ। ତେଣୁ ପାଉଲ ତାହାଙ୍କୁ ଯିହୂଦୀମାନଙ୍କ ହତେୁ ସୁନ୍ନତ କରି ଦେଲେ।
ଅତଏବ, ଅନକେ ଯିହୂଦୀୟ ଲୋକ ବିଶ୍ବାସ କଲେ। ଅନକେ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ଯ ବିଶ୍ବାସ କଲେ।
ତେଣୁ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ।
କେତକେ ଲୋକ ପାଉଲଙ୍କ ସହିତ ୟୋଗଦାନ କଲେ ଓ ବିଶ୍ବାସ କଲେ। ସମାନଙ୍କେ ଭିତ ରେ ଆରୟପାଗୀୟ ସଭାର ସଦସ୍ଯ ଦିୟନୁସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀ ଲୋକ ଓ ଅନ୍ୟମାନେ ମଧ୍ଯ ଥିଲେ।
ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହ ରେ ଯିହୂଦୀୟ ଓ ଗ୍ରୀକ୍ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ ଓ ଉପଦେଶ ଦ୍ବାରା ସମାନଙ୍କେର ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ।
ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।
ସମାନଙ୍କେ ମଧ୍ଯରୁ କେତେ ଜଣ ଯିହୂଦୀ ପାଉଲଙ୍କ କଥା ବିଶ୍ବାସ କଲେ, କିନ୍ତୁ କେତକେ ବିଶ୍ବାସ କଲେ ନାହିଁ।
ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11
ସମାନେେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କବେେ ଭାବି ନ ଥିଲୁ। ସମାନେେ ତାହାଙ୍କର ଅର୍ତ ଦବୋ ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠା ରେ ଓ ଆମ୍ଭଠା ରେ ସମର୍ପଣ କଲେ।