Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 13:43 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 13:43 · ଓଡ଼ିଆ ବାଇବେଲ

ସଭା ସମାପ୍ତ ହବୋପରେ ଅନକେ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଅନୁସରଣ କଲେ। ସମାନେେ ସମାନଙ୍କେ ସହିତ କଥାବାର୍ତ୍ତା ହାଇେ ସମାନଙ୍କେୁ ପରମେଶ୍ବରଙ୍କ ଅନୁଗ୍ରହ ରେ ସ୍ଥିର ହାଇେ ରହିବାପାଇଁ କହିଲେ।

Cross references

ମାଥିଉଲିଖିତ ସୁସମାଚାର 23:15

ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖାଜେି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହାଇେ ଚ଼ାଲିଯାଉଛ। ଯେତବେେଳେ ସଭେଳି ଲୋକଟିଏ ପାଇ ଯାଉଛ ସେତବେେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କବଳେ ନର୍କର ଅଧିକାରୀ ହବେ।

ଯୋହନଲିଖିତ ସୁସମାଚାର 8:31

ଯୀଶୁ ତାହାଙ୍କୁ ବିଶ୍ବାସ କରୁଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେ ମାରେ ଶିକ୍ଷା ସବୁବେଳେ ମାନି ଚଳିବ, ତବେେ ତୁମ୍ଭେ ମାରେ ପ୍ରକୃତ ଶିଷ୍ଯ ହବେ।

ଯୋହନଲିଖିତ ସୁସମାଚାର 15:5

ମୁଁ ଦ୍ରାକ୍ଷାଲତା ଓ ତୁମ୍ଭମାନେେ ଶାଖା। ଯେଉଁ ଲୋକ ମାେ'ଠା ରେ ରହେ ଓ ମୁଁ ତାଠା ରେ ରହେ, ସହେି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମାେ ବିନା ସେ କିଛି କରି ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:10

ଏବଂ ୟିହୂଦା, କାପ୍ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୁଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିଯା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତଜେଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତକେ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:5

ସହେି ଦଳର ସମସ୍ତେ ଏହି ଚ଼ିନ୍ତାଧାରାକୁ ପସନ୍ଦ କଲେ। ସମାନେେ ନିଜ ମଧ୍ଯରୁ ସ୍ତିଫାନ, ଯେ କି ପବିତ୍ର ଆତ୍ମା ଓ ବିଶ୍ବାସ ରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମାନେ, ପାର୍ମନା ଓ ନୀକଲାୟ। ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହାଇେଥିଲେ ମନୋନୀତ କଲେ ା

ରେରିତମାନଙ୍କ କାର୍ଯ୍ୟର ବିବରଣ 11:23

ବର୍ଣ୍ଣବ୍ବା ସଠାେରେ ପହଞ୍ଚି ସହେି ଲୋକମାନଙ୍କୁ ପରମେଶ୍ବର ଦଇେଥିବା ଆଶୀର୍ବାଦ ଦେଖି ବହୁତ ଖୁସି ହେଲେ। ସେ ସମାନଙ୍କେୁ ଆହୁରି ଉତ୍ସାହିତ କଲେ। ସେ ସମାନଙ୍କେୁ କହିଲେ, ତୁମ୍ଭର ବିଶ୍ବାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣ ରେ ପ୍ରଭୁଙ୍କର ବାଧ୍ଯ ହୁଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:50

ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:3

ତଥାପି ପାଉଲ ଓ ବର୍ଣ୍ଣବ୍ବା ସଠାେରେ ଅନକେ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଚ଼ାର କଲେ। ସମାନଙ୍କେ ମାଧ୍ଯମ ରେ ପ୍ରଭୁ ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ କଲେ ଓ ଅନୁଗ୍ରହର ବାକ୍ଯ ପ୍ରଚ଼ାର କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:22

ସମାନେେ ସେ ସ୍ଥାନଗୁଡ଼ିକରେ ଶିଷ୍ଯମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ବାସ ରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସମାନେେ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନକେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:14

ସଠାେରେ ଲୂଦିଆ ନାମକ ଜଣେ ସ୍ତ୍ରୀ ଲୋକ ଥିଲା। ସେ ଥୁଯାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ଯବସାଯୀ ଥିଲା। ସେ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖାଲିେ ଦଇେଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:4

ସମାନଙ୍କେ ମଧ୍ଯରୁ କେତକେ ଲୋକ ପରିବର୍ତ୍ତିତ ହେଲ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ଯ ପରମେଶ୍ବରଙ୍କୁ ପୂଜା କରୁଥିବା ଅନକେ ଗ୍ରୀକ୍ ଲୋକ ଓ ଅନକେ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ଯ ସମାନଙ୍କେ ସହିତ ୟୋଗ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:17

ତେଣୁ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:34

କେତକେ ଲୋକ ପାଉଲଙ୍କ ସହିତ ୟୋଗଦାନ କଲେ ଓ ବିଶ୍ବାସ କଲେ। ସମାନଙ୍କେ ଭିତ ରେ ଆରୟପାଗୀୟ ସଭାର ସଦସ୍ଯ ଦିୟନୁସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀ ଲୋକ ଓ ଅନ୍ୟମାନେ ମଧ୍ଯ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:8

ତା'ପରେ ପାଉଲ ସମାଜଗୃହ ରେ ପ୍ରବେଶ କରି ତିନିମାସ ପର୍ୟ୍ଯନ୍ତ ସାହାସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ କହିଲେ। ସେ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ କହି ସମାନଙ୍କେୁ ଗ୍ରହଣ କରିବା ପାଇଁ ରାଜି କରାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:23

ତେଣୁ ସମାନେେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ଯା ରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ଯା ପର୍ୟ୍ଯନ୍ତ ମାଶାଙ୍କେ ବ୍ଯବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସମାନଙ୍କେୁ ବିଶ୍ବାସ କରାଇବା ପାଇଁ ଚେ଼ଷ୍ଟା କଲେ।

ରୋମୀୟଙ୍କ ପ୍ରତି ପତ୍ର 3:24

ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ଲୋକେ ତାହାଙ୍କ ଦୃଷ୍ଟି ରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ଯର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପାପରୁ ମୁକ୍ତ ହାଇେ ଲୋକେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ହୁଅନ୍ତି।

ରୋମୀୟଙ୍କ ପ୍ରତି ପତ୍ର 5:2

ଏବେ ଆମ୍ଭେ ଏହି ଅନୁଗ୍ରହ ରେ ରହିଛୁ ଓ ଆମ୍ଭେ ପରମେଶ୍ବରଙ୍କ ଏହି ମହିମା ରେ ଭାଗୀଦର ହାଇେଥିବା ଆଶା ରେ ଆନନ୍ଦିତ।

ରୋମୀୟଙ୍କ ପ୍ରତି ପତ୍ର 5:21

ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ଯୁକୁ ବ୍ଯବହାର କଲା। କିନ୍ତୁ ପରମେଶ୍ବର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହା ଦ୍ବାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ରହିଲେ। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଏହା ଅନନ୍ତ ଜୀବନ ଆଣିଲା।

ରୋମୀୟଙ୍କ ପ୍ରତି ପତ୍ର 11:6

ଯଦି ପରମେଶ୍ବର ଅନୁଗ୍ରହ ହତେୁ ସମାନଙ୍କେୁ ମନୋନୀତ କରିଛନ୍ତି, ତା' ହେଲେ ଲୋକମାନେ ନିଜେ କରିଥିବା କାର୍ୟ୍ଯ ହତେୁ ପରମେଶ୍ବରଙ୍କ ଲୋକ ହଇେ ନାହାଁନ୍ତି। ଯଦି କାର୍ୟ୍ଯ ଦ୍ବାରା ତାହା ହଇେଥାନ୍ତା ତବେେ ଅନୁଗ୍ରହର କ'ଣ ବା ଅର୍ଥ ହବେ? ତା' ହେଲେ କଣ ହେଲା?

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:11

ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉଁ। ପରମେଶ୍ବର ଜାଣନ୍ତି ଯେ, ଆମ୍ଭେ ପ୍ରକୃତ ରେ କ'ଣ ଓ ମୁଁ ଆଶା କରେ, ତୁମ୍ଭେ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:1

ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।

ଗାଲାତୀୟଙ୍କ ପ୍ରତି ପତ୍ର 5:1

ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 5:4

ଯଦି ତୁମ୍ଭମାନେେ ବ୍ଯବସ୍ଥା ଅନୁସାରେ ପରମେଶ୍ବରଙ୍କ ସହିତ ଧାର୍ମିକ ହବୋକୁ ଚେଷ୍ଟା କରୁଛ, ତା' ହେଲେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ ହେଲା, ଏହାର ଅର୍ଥ ତୁମ୍ଭମାନେେ ପରମେଶ୍ବରଙ୍କ ଅନୁଗ୍ରହକୁ ଅଗ୍ରାହ୍ଯ କଲ।

ଏଫିସୀୟଙ୍କ ପ୍ରତି ପତ୍ର 2:8

ତୁମ୍ଭେ ସହେି ଅନୁଗ୍ରହ ତୁମ୍ଭର ବିଶ୍ବାସ ବଳ ରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ବରଙ୍କ ଦାନ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:16

କିନ୍ତୁ ଆମ୍ଭେ ଯେଉଁସବୁ ସତ୍ଯ ଜାଣିଛୁ, ସହେି ସତ୍ଯ ମାର୍ଗ ରେ ଅବିରତ ଚାଲିବା ଉଚିତ୍।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:1

ମାେ ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମାରେ ଆନନ୍ଦ ଓ ମାରେ ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ।

କଲସୀୟଙ୍କ ପ୍ରତି ପତ୍ର 1:23

ତୁମ୍ଭମାନେେ ଶୁଣିଥିବା ସୁସମାଚାର ଉପରେ ବିଶ୍ବାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଚାଲିବେ। ତୁମ୍ଭମାନେେ ନିଜ ବିଶ୍ବାସ ରେ ଦୃଢତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଚାର ତୁମ୍ଭମାନଙ୍କୁ ଯେଉଁ ଭରସା ଦଇେଛି ସେଥିରୁ ବିଚଳିତ ହବେ ନାହିଁ। ସହେି ସମାନ ସୁସମାଚାର ସମଗ୍ର ବିଶ୍ବ ରେ ସମସ୍ତଙ୍କୁ କୁହାୟାଇଛି। ମୁଁ ପାଉଲ, ସହେି ସୁସମାଚାର କହିବା ରେ ସାହାୟ୍ଯ କରିଛି।

କଲସୀୟଙ୍କ ପ୍ରତି ପତ୍ର 1:28

ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକଙ୍କୁ କହି ଚାଲିଛୁ। ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଇଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠା ରେ ଆଧ୍ଯାତ୍ମିକ ଭାବରେ ପରିପୂର୍ଣ୍ଣ ହାଇେ ପରମେଶ୍ବରଙ୍କ ଆଗ ରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:3

ଆମ୍ଭେ ଏବେ ଯେଉଁ ଅସୁବିଧା ରେ ଅଛୁ, ସେଥି ରେ ତୁମ୍ଭମାନେେ କହେି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭମାନେେ ଜାଣିଥିଲ ଯେ ଆମ୍ଭେ ଭବିଷ୍ଯତ୍ ରେ ଏଭଳି କଷ୍ଟ ନିଶ୍ଚୟ ପାଇବା।

ତୀତସଙ୍କ ପ୍ରତି ପତ୍ର 2:11

ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।

ଏବ୍ରୀ 6:11

ଆମ୍ଭେ ଚାହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ ଜୀବନସାରା ସହେି ଭଳି କଠାେର ପରିଶ୍ରମ କରୁଥାଅ। ତବେେ ତୁମ୍ଭମାନେେ ତୁମ୍ଭର ପ୍ରତ୍ଯାଶିତ ମହତ୍ ବିଷୟ ଲାଭ କରିବ।

ଏବ୍ରୀ 12:15

ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।

ଏବ୍ରୀ 13:9

ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟରେ ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁହେଁ, ବରଂ ପରମେଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ ହବୋ ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ।

ପିତରଙ୍କ ପ୍ରଥମ ପତ୍ 5:12

ସିଲାନ୍ ସାହାୟ୍ଯ ରେ ମୁଁ ଏହି େଛାଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟ ରେ ଜଣେ ବିଶ୍ବସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ବନା ଦବୋ ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଚାହିଁଥିଲି ଯେ ଏହା ହେଉଛି ପରମେଶ୍ବରଙ୍କ ଅନୁଗ୍ରହ। ସହେି ଅନୁଗ୍ରହ ରେ ଦୃଢ଼ ହାଇେ ରୁହ।

ପିତରଙ୍କ ଦିତୀୟ ପତ୍ର 3:14

ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷା ରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠାେର ପରିଶ୍ରମ କର। ପରମେଶ୍ବରଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର।

ପିତରଙ୍କ ଦିତୀୟ ପତ୍ର 3:17

ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟ ରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସହେି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ୟ୍ଯ ଦ୍ବାରା ତୁମ୍ଭେ ନିଜକୁ ପ୍ରଭାବିତ ହବୋକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ବାସରୁ ବିଚଳିତ ନ ହବୋ ପାଇଁ ସାବଧାନ ରୁହ।

ଯୋହନଙ୍କ ପ୍ରଥମ ପତ୍ର 2:28

ପ୍ରିୟ ପିଲାମାନେ, ତାହାଙ୍କଠା ରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭମାନେେ ଭରସାୟୁକ୍ତ ହାଇେ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସହେିଦିନ ଆମ୍ଭକୁ ଲଜ୍ଜିତ ହବୋକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ।

ଯୋହନଙ୍କ ଦିତୀୟ ପତ୍ 1:9

ପ୍ରେତ୍ୟକକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କବଳେ ଅନୁସରଣ କରିବା ଉଚିତ। ଯଦି କହେି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତବେେ ସହେି ଲୋକ ପାଖ ରେ ପରମେଶ୍ବର ନାହାଁନ୍ତି। ଯଦି କୌଣସି ବ୍ଯକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତବେେ ସହେି ଲୋକ ପାଖ ରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି।

Interlinear

Choose Theme